Indus Valley Times

ବିଜେପି କରୁଛି ପ୍ରାର୍ଥୀ ଚୋରି: ସରକାର ପବ୍ଲିସିଟିରେ ହିରୋ, କାମରେ ଜିରୋ

 Breaking News

ବିଜେପି କରୁଛି ପ୍ରାର୍ଥୀ ଚୋରି: ସରକାର ପବ୍ଲିସିଟିରେ ହିରୋ, କାମରେ ଜିରୋ

November 03
19:39 2025

ଭୁବନେଶ୍ୱର/ନୂଆପଡ଼ା,୩/୧୧ : ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ଆସି ଆୟୋଜିତ ଏକ ସଭାରେ ଦମ୍ ଦେଖାଇଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୋହନ ସରକାରଙ୍କୁ କଡ଼ା ଟାର୍ଗେଟ୍ କରି ନବୀନ କହିଛନ୍ତି, ୧୬ ମାସର ଭାଜପା ସରକାର କାମରେ ଜିରୋ।
ମିଶନ ଶକ୍ତି ମହିଳା ୮ ମାସ ହେଲା ଦରମା ପାଇନାହାନ୍ତି। ରାଜ୍ୟରେ ବିକାଶ ପୂରା ବନ୍ଦ। ସେମାନେ ଗେମ୍ ଚେଞ୍ଜର ନୁହନ୍ତି, ନେମ୍ ଚେଞ୍ଜର। ଆପଣଙ୍କ ସହ ଓ ବିଜେଡି ସହିତ ବେଇମାନି ହୋଇଛି। ନୂଆପଡ଼ାବାସୀଙ୍କ ଉଦ୍ଦେଶ୍ୟରେ ନବୀନ ଆହୁରି କହିଛନ୍ତି, ଆପଣମାନଙ୍କ କ୍ଷୋଭ ପାଇଁ ନଭେମ୍ବର ୧୧ରେ ଆମେ ପ୍ରତିଶୋଧ ନେବା।
ନବୀନ ବି ଏସ୍‌କେଓ୍ବାଇ ଭଲ ନା ଆୟୁଷ୍ମାନ ଭଲ ବୋଲି ଉପସ୍ଥିତ ଜନତାଙ୍କୁ ପଚାରି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031