Indus Valley Times

ବୌଦ୍ଧ ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ପରିସରରେ ବୌଦ୍ଧ ମହୋତ୍ସବ ପ୍ରଚାର ପ୍ରସାର ନିମନ୍ତେ ଏକ ରଥ ଶୁଭାରମ୍ଭ

 Breaking News

ବୌଦ୍ଧ ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ପରିସରରେ ବୌଦ୍ଧ ମହୋତ୍ସବ ପ୍ରଚାର ପ୍ରସାର ନିମନ୍ତେ ଏକ ରଥ ଶୁଭାରମ୍ଭ

December 31
11:26 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୧/୧୨ : ମଙ୍ଗଳବାର ପାଞ୍ଚ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ପ୍ରଶାସନ,ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ମହୋତ୍ସବ କମିଟି ପକ୍ଷରୁ ଆସନ୍ତା ଜାନୁଆରୀ ଦୁଇ ତାରିଖ ରୁ ପାଞ୍ଚ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବୌଦ୍ଧ ମହୋତ୍ସବ, ପଲ୍ଲୀଶ୍ରୀ ମେଳା, ଆତ୍ମ ନିର୍ଭରଭାରତ, ସ୍ଵଦେଶୀ ମେଳା ଏବଂ ବୟନିକା ହସ୍ତତନ୍ତ ପ୍ରଦର୍ଶନୀ ମେଳା ୨୦୨୬ ପାଇଁ ପ୍ରଚାର ପ୍ରସାର ନିମନ୍ତେ ଏକ ପ୍ରଚାର ଗାଡ଼ି ଶୁଭାରମ୍ଭ ହୋଇଯାଇଛି ।
ଉକ୍ତ ପ୍ରଚାର ପ୍ରସାର ରଥ କୁ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଭାରପ୍ରାପ୍ତ
ଜିଲ୍ଲା ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିଆରସିଂହ, ହରଭଙ୍ଗା ବିଡିଓ, ବୌଦ୍ଧ ଏବିଡିଓ , ବୌଦ୍ଧ ଜିଲ୍ଲା ଓକିଲ ସଙ୍ଘ ସଭାପତି ଧୂରୀଣ କୁମାର ଦେହୁରୀ,ଜିଲ୍ଲା ଜିଲ୍ଲାର ବିଭିନ୍ନ ସଂଗଠନ ଓ ସାଂସ୍କୃତିକ ଅନୁଷ୍ଠାନ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031