Indus Valley Times

ମ୍ୟୁଟେସନ କରାଇ ଦେବାକୁ ଲାଞ୍ଚ ନେଉଥିଲେ ଆର୍‌ଆଇ, ମାଡ଼ିବସିଲା ଭିଜିଲାନ୍ସ

 Breaking News

ମ୍ୟୁଟେସନ କରାଇ ଦେବାକୁ ଲାଞ୍ଚ ନେଉଥିଲେ ଆର୍‌ଆଇ, ମାଡ଼ିବସିଲା ଭିଜିଲାନ୍ସ

ମ୍ୟୁଟେସନ କରାଇ ଦେବାକୁ ଲାଞ୍ଚ ନେଉଥିଲେ ଆର୍‌ଆଇ, ମାଡ଼ିବସିଲା ଭିଜିଲାନ୍ସ
January 22
19:47 2026

ଆଠଗଡ଼, ୨୨/୧ : ଭିଜିଲାନ୍ସ ଜାଲରେ କଟକ ସଦର ତହସିଲ କଖଡି ରାଜସ୍ୱ ନିରୀକ୍ଷକ ଜାନକୀ ରଞ୍ଜନ ମଲ୍ଲିକ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା କଟକ ଭିଜିଲାନ୍ସ ଟିମ୍ । ଏକ ଜମିବାଡ଼ି ଦାଖଲ ଖାରଜ କେସ୍କୁ ରଫାଦଫା କରିବା ଉଦ୍ଦେଶ୍ୟରେ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ ।
ଆଠଗଡ଼ ତହସିଲ ଅନ୍ତର୍ଗତ ବ୍ରଜବିହାରୀପୁର ଗ୍ରାମର ପ୍ରଦୀପ୍ତ ରାଉତଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ ଜାନକୀ ରଞ୍ଜନ ମଲ୍ଲିକ । କଖଡି କାର‌୍ୟ୍ୟାଳୟରୁ ଉଠାଇ ନେଲା ଭିଜିଲାନ୍ସ ଟିମ୍ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031