Indus Valley Times

ଶୀତଳ ଷଷ୍ଠୀ ଉପଲକ୍ଷେ ଜିଲ୍ଲା ଓକିଲ ସଂଘ ସଭାପତି ବାସୁଦେବ ରଥ ଙ୍କ ସନ୍ଦେଶ

 Breaking News

ଶୀତଳ ଷଷ୍ଠୀ ଉପଲକ୍ଷେ ଜିଲ୍ଲା ଓକିଲ ସଂଘ ସଭାପତି ବାସୁଦେବ ରଥ ଙ୍କ ସନ୍ଦେଶ

ଶୀତଳ ଷଷ୍ଠୀ ଉପଲକ୍ଷେ ଜିଲ୍ଲା ଓକିଲ ସଂଘ ସଭାପତି ବାସୁଦେବ ରଥ ଙ୍କ ସନ୍ଦେଶ
May 27
11:02 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୨୭/୫ : ବଲାଙ୍ଗିର ଜିଲ୍ଲା ଓଡ଼ିଶା ର ଏକ ପ୍ରମୁଖ ଜିଲ୍ଲା ଭାବେ ପରିଗଣିତ।ଏହି ଜିଲ୍ଲାରେ ଅନେକ ଜ୍ଞାନୀଗୁଣି,ମହାନ୍ ବ୍ୟକ୍ତିତ୍ୱ ଜନ୍ମ ନେଇଛନ୍ତି।
ଏ ମାଟି ମାଁ ସମଲେଶ୍ଵରୀ,ମାଁ ପାଟନେଶ୍ୱେରି ଙ୍କ ମାଟି। ଏ ମାଟିର ମହକ ରେ ଅଛି ଆତ୍ମୀୟତା,ଭାତୃଭାବ,ମଣିଷ ପଣିଆ ଏବଂ ସମସ୍ତେ ସମସ୍ତଙ୍କ ପ୍ରତି ଭଲ ପାଇବା।ଏଭଳି ଏକ ଜିଲ୍ଲାରେ ମୁଁ ଜନ୍ମ ଗ୍ରହଣ କରିଥିବାରୁ ମୋର ନିଜକୁ ଧନ୍ୟ ମନେ କରୁଛି।
ଆଉ କିଛି ଦିନ ପରେ ଦେବ ଦେବ ମହାଦେବ ଏବଂ ମାଁ ପାର୍ବତୀ ଙ୍କ ବିବାହ ଉତ୍ସବ ବିଭିନ୍ନ ସଂଗଠନ ପକ୍ଷରୁ ମହାସମାରୋହରେ ପାଳିତ ହେବ।ଯାହାକି ଶୀତଳ ଷଷ୍ଠୀ ନାମରେ ନାମିତ।
ଏହି ଶୁଭ ଅବସର ରେ ଆପଣ ମାନଙ୍କ ସମସ୍ତ ଙ୍କ ଶୁଭକାମନା କରୁଛି।ଶାନ୍ତିର ସହ ଆଧ୍ୟାତ୍ମିକ ପରିବେଶରେ ଶୀତଳ ଷଷ୍ଠୀ ପାଳନ କରିବା ପାଇଁ ଅନୁରୋଧ ସହ ଆପଣ ମାନଙ୍କର ଉତ୍ତରୋତ୍ତର ଉନ୍ନତି ର କାମନା କରୁଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031