Indus Valley Times

ଶ୍ରୀମନ୍ଦିରରେ ପୁଣି ହିଡେନ୍ କ୍ୟାମେରା, ପଶ୍ଚିମ ଦ୍ୱାର ଦେଇ ପ୍ରବେଶ ବେଳେ କାବୁ କଲା ପୋଲିସ

 Breaking News

ଶ୍ରୀମନ୍ଦିରରେ ପୁଣି ହିଡେନ୍ କ୍ୟାମେରା, ପଶ୍ଚିମ ଦ୍ୱାର ଦେଇ ପ୍ରବେଶ ବେଳେ କାବୁ କଲା ପୋଲିସ

ଶ୍ରୀମନ୍ଦିରରେ ପୁଣି ହିଡେନ୍ କ୍ୟାମେରା, ପଶ୍ଚିମ ଦ୍ୱାର ଦେଇ ପ୍ରବେଶ ବେଳେ କାବୁ କଲା ପୋଲିସ
August 05
11:33 2025

ପୁରୀ, ୫/୮: ପୁଣି ହିଡେନ କ୍ୟାମେରା। ଶ୍ରୀମନ୍ଦିରର ପଶ୍ଚିମଦ୍ଵାର ପଟେ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ଜଣେ ଯୁବକ ପ୍ରବେଶ କରୁଥିବା ବେଳେ ପୁଲିସ ଅଟକାଇଥିଲେ।
ପଶ୍ଚିମବଙ୍ଗର ଜଣେ ଯୁବକ ପଶ୍ଚିମ ଦ୍ଵାର ପଟେ ହିଡେନ କ୍ୟାମେରା ନେଇ ପ୍ରବେଶ କରୁଥିବା ବେଳେ ପଶ୍ଚିମବଙ୍ଗର ଯୁବକ ପ୍ରତିଶ ପାଲ ଥାନାରେ ଅଟକ ଅଛନ୍ତି। ତାଙ୍କ ଘର ପଶ୍ଚିମ ବର୍ଦ୍ଧମାନରେ ବୋଲି ଜଣାଯାଇଛି ।
ଶ୍ରୀମନ୍ଦିରର ପଶ୍ଚିମଦ୍ଵାର ପଟେ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ଜଣେ ଯୁବକ ପ୍ରବେଶ କରୁଥିବା ବେଳେ ପୁଲିସ ଅଟକାଇଥିଲେ।
ପଶ୍ଚିମବଙ୍ଗର ଜଣେ ଯୁବକ ପଶ୍ଚିମ ଦ୍ଵାର ପଟେ ହିଡେନ କ୍ୟାମେରା ନେଇ ପ୍ରବେଶ କରୁଥିବା ବେଳେ ପଶ୍ଚିମବଙ୍ଗର ଯୁବକ ପ୍ରତିଶ ପାଲ ଥାନାରେ ଅଟକ ଅଛନ୍ତି। ତାଙ୍କ ଘର ପଶ୍ଚିମ ବର୍ଦ୍ଧମାନରେ ବୋଲି ଜଣାଯାଇଛି । ପ୍ରତିଶ ପାଲଙ୍କୁ ଥାନାରେ ଅଟକ ରଖାଯାଇ ମୋବାଇଲକୁ ଯାଞ୍ଚ କରାଯାଉଛି। ଚଷମା ଜବତ କରାଯାଇଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031