Indus Valley Times

ସୁଭଦ୍ରା ଯୋଜନା; ପରୀକ୍ଷାମୂଳକ ଭାବେ ଆଜି ଖାତାକୁ ଯିବ ୧ ଟଙ୍କା

 Breaking News

ସୁଭଦ୍ରା ଯୋଜନା; ପରୀକ୍ଷାମୂଳକ ଭାବେ ଆଜି ଖାତାକୁ ଯିବ ୧ ଟଙ୍କା

ସୁଭଦ୍ରା ଯୋଜନା; ପରୀକ୍ଷାମୂଳକ ଭାବେ ଆଜି ଖାତାକୁ ଯିବ ୧ ଟଙ୍କା
October 07
12:26 2024

ଭୁବନେଶ୍ୱର,୭/୧୦: ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ର ସୋମବାର ବ୍ୟାଙ୍କ ଖାତାକୁ ୧ ଟଙ୍କା ଆସିବ ବୋଲି ଏନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରୀଡ଼ା।
ତେବେ ଆସନ୍ତା ୯ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଟଙ୍କା ଦିଆଯିବ ବୋଲି ମଧ୍ୟ ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆଜି ସୁଦ୍ଧା ୧ କୋଟି ମହିଳାଙ୍କ ଆବେଦନ ପୂରଣ ହୋଇପାରେ। ୩୨ ଲକ୍ଷ ଏମ୍‌ପିସିଆଇ କ୍ଲିୟରାନ୍ସ ସମ୍ପୂର୍ଣ୍ଣ ହୋଇଥିବା ପ୍ରଭାତୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031