Indus Valley Times

ସ୍କୁଲ ଅଟୋକୁ ଧକ୍କା ଦେଲା ଟ୍ରକ, ୩ ଜଣ ଛାତ୍ରୀ ଓ ଡ୍ରାଇଭର ଆହତ

 Breaking News

ସ୍କୁଲ ଅଟୋକୁ ଧକ୍କା ଦେଲା ଟ୍ରକ, ୩ ଜଣ ଛାତ୍ରୀ ଓ ଡ୍ରାଇଭର ଆହତ

September 14
11:12 2024

ସମ୍ବଲପୁର, ୧୪/୯ : ସ୍କୁଲ ଅଟୋକୁ ଧକ୍କା ଦେଲା ଟ୍ରକ୍। ଦୁର୍ଘଟଣାରେ ୩ ଛାତ୍ର ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ଏନ୍ଏଚ୍-୫୫ର ହାଲିପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ଛାତ୍ରଛାତ୍ରୀମାନେ ଅଟୋ ଯୋଗେ ସ୍କୁଲ ଯାଉଥିଲେ। ହାଲିପାଲି ନିକଟରେ ଏକ ଟ୍ରକ୍ ଆସି ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ତକଳୁ ଖସି ଯାଇଥିଲା। ଦୁର୍ଘଟଣାରେ ୩ ଜଣ ଛାତ୍ର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଗାଡ଼ି ଛାଡି ଫେରାର ହୋଇ ଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031