Indus Valley Times

ନାରାୟଣନଗର ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପ୍ରଥମ ଦିନରେ କଂସ ଦରବାର ଆରମ୍ଭ

 Breaking News

ନାରାୟଣନଗର ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପ୍ରଥମ ଦିନରେ କଂସ ଦରବାର ଆରମ୍ଭ

ନାରାୟଣନଗର ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପ୍ରଥମ ଦିନରେ କଂସ ଦରବାର ଆରମ୍ଭ
January 27
10:34 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୭/୧ : ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ନିର୍ମାତ ହୋଇଥିବା ଭବ୍ୟ ଯୁଗ୍ମ ମନ୍ଦିର ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ଦ୍ୱିତୀୟ ଦିବସରେ କଂସ ଦରବାର ଆରମ୍ଭ ହୋଇଛି ।
ସକାଳ ୯ ଟାରେ ନବାହ ପକ୍ଷରାୟଣ ଆରମ୍ଭ ହୋଇଛି । ଏଥିରେ ବ୍ୟାସ ଭାବେ ପାଟଣାଗଢ଼ର ଶାନ୍ତନୁ ତ୍ରିପାଠୀ ଯୋଗଦାନ କରି ଭଗବାନ ଶ୍ରୀରାମଙ୍କ କଥାମୃତ ପଠନ କରିଥିଲେ ।
କର୍ତୃ ଭାବେ ଅଞ୍ଜନ କୁମାର ସାହୁ ଓ ତାଙ୍କ ଧର୍ମପତ୍ନୀ ମିନାକି ସାହୁ ଦାୟିତ୍ୱ ତୁଲାଇଥିଲେ । ସନ୍ଧ୍ୟାରେ କଂସ ଦରବାର ଆରମ୍ଭ ହୋଇଥିଲେ ।
ମନ୍ଦିର ନିର୍ମାଣ କମିଟିର ବରିଷ୍ଠ ସଦସ୍ୟ ରଘୁନାଥ ମେହେରଙ୍କ ସଭାପତିତ୍ୟରେ ଉଦଘାଟଣ କାର୍ଯ୍ୟକ୍ରମ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ଦିର ନିର୍ମାଣ କମିଟିର ବରିଷ୍ଟ ଉପଦେଷ୍ଠା ଭୋଳଗିରି ସାହୁ ଯୋଗଦାନ କରି କଂସ ଦରବାରକୁ ଉଦଘାଟଣ କରିଥିଲେ ।
ସାମ୍ମନ୍ୱିତ ଅତିଥି ଭାବେ ଲକ୍ଷ୍ମୀପ୍ରସାଦ ସମିତି ସଭ୍ୟ ପିଣ୍ଟୁ ମିର୍ଦ୍ଧା, ସମ୍ପାଦକ ଗୋପାଲକୃଷ୍ଣ ମେହେର, ଆବାହକ ଜଗନ୍ନାଥ ବେହେରା ମଂଚାସୀନ ଥିଲେ ।
ଜଗନ୍ନାଥ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଚାର ପ୍ରସାରର ବିଭାଗର ଆବାହକ ନବକିଶୋର ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଏହାପରେ କଂସ ରାଜାଙ୍କ ରାଜତ୍ୟ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଉଥିଲା । ଏଥିରେନାରାୟଣନଗର ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପ୍ରଥମ ଦିନରେ କଂସ ଦରବାର ଆରମ୍ଭ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ନିର୍ମାତ ହୋଇଥିବା ଭବ୍ୟ ଯୁଗ୍ମ ମନ୍ଦିର ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ଦ୍ୱିତୀୟ ଦିବସରେ କଂସ ଦରବାର ଆରମ୍ଭ ହୋଇଛି ।
ସକାଳ ୯ ଟାରେ ନବାହ ପକ୍ଷରାୟଣ ଆରମ୍ଭ ହୋଇଛି । ଏଥିରେ ବ୍ୟାସ ଭାବେ ପାଟଣାଗଢ଼ର ଶାନ୍ତନୁ ତ୍ରିପାଠୀ ଯୋଗଦାନ କରି ଭଗବାନ ଶ୍ରୀରାମଙ୍କ କଥାମୃତ ପଠନ କରିଥିଲେ । କର୍ତୃା ଭାବେ ଅଞ୍ଜନ କୁମାର ସାହୁ ଓ ତାଙ୍କ ଧର୍ମପତ୍ନୀ ମିନାକି ସାହୁ ଦାୟିତ୍ୱ ତୁଲାଇଥିଲେ ।
ସନ୍ଧ୍ୟାରେ କଂସ ଦରବାର ଆରମ୍ଭ ହୋଇଥିଲେ । ମନ୍ଦିର ନିର୍ମାଣ କମିଟିର ବରିଷ୍ଠ ସଦସ୍ୟ ରଘୁନାଥ ମେହେରଙ୍କ ସଭାପତିତ୍ୟରେ ଉଦଘାଟଣ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ଦିର ନିର୍ମାଣ କମିଟିର ବରିଷ୍ଟ ଉପଦେଷ୍ଠା ଭୋଳଗିରି ସାହୁ ଯୋଗଦାନ କରି କଂସ ଦରବାରକୁ ଉଦଘାଟଣ କରିଥିଲେ । ସାମ୍ମନ୍ୱିତ ଅତିଥି ଭାବେ ଲକ୍ଷ୍ମୀପ୍ରସାଦ ସମିତି ସଭ୍ୟ ପିଣ୍ଟୁ ମିର୍ଦ୍ଧା, ସମ୍ପାଦକ ଗୋପାଲକୃଷ୍ଣ ମେହେର, ଆବାହକ ଜଗନ୍ନାଥ ବେହେରା ମଂଚାସୀନ ଥିଲେ ।
ଜଗନ୍ନାଥ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଚାର ପ୍ରସାରର ବିଭାଗର ଆବାହକ ନବକିଶୋର ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହାପରେ କଂସ ରାଜାଙ୍କ ରାଜତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଉଥିଲା । ଏହାପରେ ଜହ୍ନାପଙ୍କ ସରକାରୀ ଉଛ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ଵାରା ଦଶବତାର ନୃତ୍ୟ ପରିବେଷଣ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930