Legatus

ବିଜେଡିକୁ ହାରିବା ଭୟ ଘାରିଥିବା ହେତୁ ସିନେ ତାରକାଙ୍କୁ ଖୋଜୁଛି: ବିଜେପି

 Breaking News

ବିଜେଡିକୁ ହାରିବା ଭୟ ଘାରିଥିବା ହେତୁ ସିନେ ତାରକାଙ୍କୁ ଖୋଜୁଛି: ବିଜେପି

ବିଜେଡିକୁ ହାରିବା ଭୟ ଘାରିଥିବା ହେତୁ ସିନେ ତାରକାଙ୍କୁ ଖୋଜୁଛି: ବିଜେପି
April 13
15:39 2024

ଭୁବନେଶ୍ୱର,୧୩/୪: କଳାକାରଙ୍କୁ ନବୀନ ନିବାସ ଡାକରା ନେଇ ଭାଜପାର କଟାକ୍ଷ। ବିଜେଡିକୁ ଟାର୍ଗେଟ କଲେ ଭାଜପାର ପିଙ୍କି ପ୍ରଧାନ ଓ ହରିହର ମହାପାତ୍ର। ସେ କହିଛନ୍ତି, ବିଜେଡିକୁ ହାରିବା ଭୟ ଘାରିଛି, ସେଥିପାଇଁ ଫିଲ୍ମଷ୍ଟାରଙ୍କୁ ଖୋଜୁଛି। ଆଗରୁ କେବଳ ନବୀନ ଷ୍ଟାର ପ୍ରଚାରକ କହୁଥିଲେ ଏବେ କଣ ହେଲା।
ଅନ୍ୟ ରାଜ୍ୟରେ କଳାକାରଙ୍କୁ ୪୫୦୦ ଭତ୍ତା, ମାତ୍ର ଏଠି ୨ ହଜାର। ବିଜେଡି ଦଳୀୟ ଆଧାରରେ କଳାକାରଙ୍କୁ ଭାଗଭାଗ ପାଇଁ ଚେଷ୍ଟା କରୁଛି। ଯଦି ଦରଦ ଅଛି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବିକାଶ ପାଇଁ ପଦକ୍ଷେପ ନିଅନ୍ତୁ। କଳାକାରଙ୍କ ଅବସ୍ଥା ଏମିତି ଯେ ବିଜେଡି ଟଙ୍କା ଦେଇ ପ୍ରଚାର କରାଉଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31