Indus Valley Times

ମୋବାଇଲ୍ ବ୍ୟାଟେରୀ ଧରି ଖେଳୁଥିଲେ, ଫାଟିଯିବାରୁ ଦୁଇ ଶିଶୁ ଗୁରୁତର

 Breaking News

ମୋବାଇଲ୍ ବ୍ୟାଟେରୀ ଧରି ଖେଳୁଥିଲେ, ଫାଟିଯିବାରୁ ଦୁଇ ଶିଶୁ ଗୁରୁତର

ମୋବାଇଲ୍ ବ୍ୟାଟେରୀ ଧରି ଖେଳୁଥିଲେ, ଫାଟିଯିବାରୁ ଦୁଇ ଶିଶୁ ଗୁରୁତର
February 02
21:01 2025

ପାଟଣାଗଡ଼,୨/୨ : ବଳାଙ୍ଗୀର ଜିଲା ପାଟଣାଗଡ଼ ପାଢ଼େଲ ଗାଁରେ ରବିବାର ଏକ ଅଘଟଣ ଘଟିଛି। ମୋବାଇଲ ବ୍ୟାଟେରି ଫାଟି ୨ ଶିଶୁ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ୨ ଶିଶୁଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଜେଲକୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ମୁତବକ, ପିଲାମାନେ ଗାଁରେ ଖେଳୁଥିବା ବେଳେ ଏକ ମୋବାଇଲ ବ୍ୟାଟେରୀ ଫାଟି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଦୁଇ ଶିଶୁ ଆହତ ହୋଇଥିଲେ। ପରିବାର ଲୋକେ ଦୁଇ ଶିଶୁଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କୁ ବଲାଙ୍ଗୀର ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031