Indus Valley Times

ହୀରାକୁଦ ଜଳଭଣ୍ଡାରରେ ଆଜି ଖୋଲିବ ୫ଟି ଗେଟ୍

 Breaking News

ହୀରାକୁଦ ଜଳଭଣ୍ଡାରରେ ଆଜି ଖୋଲିବ ୫ଟି ଗେଟ୍

ହୀରାକୁଦ ଜଳଭଣ୍ଡାରରେ ଆଜି ଖୋଲିବ ୫ଟି ଗେଟ୍
August 11
11:16 2022

ହୀରାକୁଦ,୧୧/୮: ଗୁରୁବାର ପୁଣି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍ । ଦିନ ୧୧.୩୦ଟା ପରେ ଆଜି ପୁଣି ବନ୍ୟାଜଳ ନିଷ୍କାସନ କରାଯିବା ନେଇ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଉପରମୁଣ୍ଡରେ କ୍ରମାଗତ ବର୍ଷା ଓ ଜଳସ୍ତର ବୃଦ୍ଧି ଯୋଗୁଁ ଏପରି ନିଷ୍ପତ୍ତି ନେଇଛନ୍ତି ।
ପର‌୍ୟ୍ୟାୟକ୍ରମରେ ଆଜି ୧୧.୩୦ ପରେ ୧୦ଟି ଗେଟ୍ ଖୋଲାଯିବ ବୋଲି ମୁଖ୍ୟଯନ୍ତ୍ରୀ କହୁଛନ୍ତି । ତେବେ ଡ୍ୟାମ ପକ୍ଷରୁ ସାଇରନ ବଜାଇବା ଆରମ୍ଭ ହେଲାଣି । ଜଳସ୍ତର ବୃଦ୍ଧି ପାଇ ୬୧୧.୮୩ ଫୁଟରେ ପହଂଚିଲାଣି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨ଲକ୍ଷ ୯୬ ହଜାର ୫୭୨ କ୍ୟୁସେକ ଜଳ ପ୍ରବେଶ କରୁଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031