Indus Valley Times

ଅଙ୍ଗନୱାଡୀ ଦିଦିଙ୍କ ଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଅଙ୍ଗନୱାଡୀ ସୁପରଭାଇଜର

 Breaking News

ଅଙ୍ଗନୱାଡୀ ଦିଦିଙ୍କ ଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଅଙ୍ଗନୱାଡୀ ସୁପରଭାଇଜର

November 27
20:14 2021

ସମ୍ବଲପୁର ୨୭/୧୧: ଭିଜିଲାନ୍ସ ହାତରେ ଧରା ପଡିଲେ ଜୟନ୍ତପୁର ଅଙ୍ଗନଓ୍ବାଡୀ ସୁପରଭାଇଜର ସୁଲୋଚନା ଅର୍କା । ଜଣେ ଅଙ୍ଗନଓ୍ବାଡୀ କର୍ମୀଙ୍କଠାରୁ ୧୩,୫୦୦ ଟଙ୍କା ଲାଞ୍ଚ ନେବାବେଳେ ସେ ଧରା ପଡିଛନ୍ତି ।
ଶୀତ ଦିନିଆ ବସ୍ତ୍ର ଏବଂ ଶୁଖିଲା ଖାଦ୍ୟ ହିତାଧିକାରୀଙ୍କୁ ବଣ୍ଟନ ପାଇଁ ଲାଞ୍ଚ ନେଉଥିଲେ। ତେବେ ଠିକ୍ ସମୟରେ ଭିଜିଲାନ୍ସ ଟିମ୍ ପହଞ୍ଚି ତାଙ୍କୁ ଗିରଫ କରିଛି । ତେବେ ସମ୍ବଲପୁର ଭିଜିଲାନ୍ସ ଟିମ୍ ୨ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରଖିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031