Indus Valley Times

ଅଲକାଏଦା ଦେଲା ଆତ୍ମଘାତି ବିସ୍ପୋରଣର ଧମକ; ଭାରତର ବିଭିନ୍ନ ଜାଗାରେ ହେବ ଆକ୍ରମଣ

 Breaking News

ଅଲକାଏଦା ଦେଲା ଆତ୍ମଘାତି ବିସ୍ପୋରଣର ଧମକ; ଭାରତର ବିଭିନ୍ନ ଜାଗାରେ ହେବ ଆକ୍ରମଣ

ଅଲକାଏଦା ଦେଲା ଆତ୍ମଘାତି ବିସ୍ପୋରଣର ଧମକ; ଭାରତର ବିଭିନ୍ନ ଜାଗାରେ ହେବ ଆକ୍ରମଣ
June 08
08:32 2022

ଧାର୍ମିକ ମନ୍ତବ୍ୟକୁ ନେଇ ଅକାଇଦାର ମରଣାତ୍ମକ ଆକ୍ରମଣ ଧମକ, ଦିଲ୍ଲୀ, ମୁମ୍ବାଇ, ଉତରପ୍ରଦେଶ, ଗୁଜୁରାଟରେ ହେବ ଆକ୍ରମଣ
ମୁମ୍ବାଇ,୮/୬: : ଆତଙ୍କବାଦୀ ସଂଗଠନ ଅଲକାଏଦାର ଆତ୍ମଘାତି ବିସ୍ପୋରଣର ଧମକ । ଦିଲ୍ଲୀ, ମୁମ୍ବାଇ, ଉତରପ୍ରଦେଶ, ଗୁଜୁରାଟରେ ଆକ୍ରମଣ କରିବା ନେଇ ମଙ୍ଗଳବାର ଦିନ ଧମକ ଦେଇଛି ଅଲକାଇଦା ।
ବିଜେପି ନେତାଙ୍କ ପ୍ରଫେଟ ମହମ୍ମଦଙ୍କୁ ଅପମାନ ଜନିତ ମନ୍ତବ୍ୟ ପାଇଁ ଅଲକାଇଦାର ଆକ୍ରମଣ କରିବାର ଚେତାବନି ଦେଇଛି ।
ଅଲକାଇଦା କହିଛି ଯେଉଁମାନେ ଆମ ଧର୍ମକୁ ଅପମାନ କରିଛନ୍ତି ଆମେ ତାଙ୍କୁ ଜୀବନରୁ ମାରିଦେବୁ ।ଆମେ ପୈଗମ୍ବରକୁ ଅପମାନ ସହିବୁ ନାହିଁ ।
ବିଜେପିକୁ ଧମକ ଦେଇ ଏକ ଚିଠି ଲେଖିଛି ଯେ ଦିଲ୍ଲୀ, ମୁମ୍ବାଇ, ଉତରପ୍ରଦେଶ, ଗୁଜୁରାଟରେ ଥିବା ଗେରୁଆ ଦଳ ତାଙ୍କର ଶେଷ ସମୟକୁ ଅପେକ୍ଷା କରିଥାନ୍ତୁ ।
ଆମେ ଆମ ଦେହରେ ଏବଂ ଆମ ପିଲାଙ୍କ ଦେହରେ ବିସ୍ପୋରକ ବାନ୍ଧିବୁ ଏବଂ ଦିଲ୍ଲୀ, ମୁମ୍ବାଇ, ଉତରପ୍ରଦେଶ, ଗୁଜୁରାଟରେ ଥିବା ଗେରୁଆ ଆତଙ୍କବାଦୀଙ୍କୁ ଉଡାଇଦେବୁ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031