Legatus

ଓଡିଶା ବିଧାନସଭାର ଲାଇବ୍ରେରୀ କମିଟିର ନୟାଗଡ଼ ଜିଲ୍ଲା ଗ୍ରସ୍ଥ

 Breaking News

ଓଡିଶା ବିଧାନସଭାର ଲାଇବ୍ରେରୀ କମିଟିର ନୟାଗଡ଼ ଜିଲ୍ଲା ଗ୍ରସ୍ଥ

ଓଡିଶା ବିଧାନସଭାର ଲାଇବ୍ରେରୀ କମିଟିର ନୟାଗଡ଼ ଜିଲ୍ଲା ଗ୍ରସ୍ଥ
June 04
18:26 2023

By Biswa Bhusan Mohapatra

ନୟାଗଡ଼,୦୪/୦୬: ନୟାଗଡ଼ ଜିଲ୍ଲା ଗ୍ରସ୍ଥରେ ଓଡିଶା ବିଧାନସଭାର ଲାଇବ୍ରେରୀ କମିଟି କ୍ଷ ଲାଇବ୍ରେରୀ କମିଟିର ଅଧ୍ୟକ୍ଷ ବିଧାୟକ ପ୍ରଫୁଲ ସାମଲଙ୍କ ନେତୃତ୍ୱରେ କମିଟି ଜିଲ୍ଲାଗ୍ରସ୍ଥରେ ଆସି ନୟାଗଡ଼ରେ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି କ୍ଷ ଏହି କାର‌୍ୟ୍ୟକ୍ରମରେ ସ୍ୱତନ୍ତ୍ର ଅତିଥିଭାବେ ରହିଛନ୍ତି ନୟାଗଡ ବିଧାୟକ ଡ଼ଃ ଅରୁଣ କୁମାର ସାହୁ କ୍ଷ
ଆଜି ମଧ୍ୟାହ୍ନରେ ୧୨ ଜଣ ବିଧାୟକ ନୟାଗଡ଼ରେ ପହଂଚିବା ପରେ ବିଧାୟକ ଡ଼ଃ ଅରୁଣ କୁମାର ସାହୁ, ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ସମେତ ବହୁ ଜନପ୍ରତିନିଧି ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ କ୍ଷ ଲାଇବ୍ରେରୀ କମିଟି ପ୍ରଥମେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପାଠଗାର, କ୍ଲାସରୁମ, ଖେଳପଡିଆ ଆଦି ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ କ୍ଷ
କଲେଜ ସୌନ୍ଦର‌୍ୟ୍ୟ କରଣ ଦେଖି କମିଟିର ସଦସ୍ୟମାନେ ଖୁସି ବ୍ୟକ୍ତ କରିଥିଲେ କ୍ଷ ଏହା ପରେ ଏହି କମିଟି ନୂଆଗାଁ ବ୍ଲକ ଦଶରଥୀ ପଟ୍ଟନାୟକ ସଂଗ୍ରହାଳୟର ପରିଦର୍ଶନ କରିବାର କାର‌୍ୟ୍ୟକ୍ରମ ରହିଥିବା ବେଳେ ପରେ ଲାଇବ୍ରେରୀ କମିଟି ଦଶପଲ୍ଲା କୁଆଁରୀଆ ଡ୍ୟାମ ପରିଦର୍ଶନ କରି କନ୍ଧମାଳ ଅଭିମୁଖେ ଯିବାର କାର‌୍ୟ୍ୟକ୍ରମ ରହିଛି କ୍ଷ

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31