Indus Valley Times

ରାଜଧାନୀରେ ଚାଞ୍ଚଲ୍ୟ, ବନ୍ଦ ଘରୁ ୨ଯୁବକଙ୍କ ମୃତଦେହ ଉଦ୍ଧାର

 Breaking News

ରାଜଧାନୀରେ ଚାଞ୍ଚଲ୍ୟ, ବନ୍ଦ ଘରୁ ୨ଯୁବକଙ୍କ ମୃତଦେହ ଉଦ୍ଧାର

ରାଜଧାନୀରେ ଚାଞ୍ଚଲ୍ୟ, ବନ୍ଦ ଘରୁ ୨ଯୁବକଙ୍କ ମୃତଦେହ ଉଦ୍ଧାର
August 18
12:54 2023

ବାଲିଅନ୍ତା,୧୮/୮: ମଇଁଷି ଗୁହାଳ ନିକଟ ବନ୍ଦ ଘରୁ ଉଦ୍ଧାର ହେଲା ଦୁଇ ଯୁବକଙ୍କ ମୃତଦେହ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଧିନ ବଇଁଚୁଆ କାଜ ନିକଟ ଏକ ବନ୍ଦ ଘରେ ୨ ଜଣ ବ୍ୟକ୍ତିଙ୍କ ମୃତଦେହ ପଡି ରହିଛି । ତେବେ ଏହି ଦୁଇ ଜଣ ବ୍ୟକ୍ତିଙ୍କର କିଭଳି ମୃତ୍ୟୁ ହୋଇଥିବାର ଜଣାପଡ଼ିନଥିବାବେଳେ ଖବର ପାଇ ବାଲିଅନ୍ତା ଥାନା ପୁଲିସ ଘଟଣା ସ୍ଥଳରେ ପହଁଞ୍ଚିଛି । ପୁଲିସ ମୃତଦେହ ଜଵତ କରିଛି । ସାଇଣ୍ଟିଫିକ ଟିମକୁ ଖବର ଦିଆଯାଇଥିବାବେଳେ ସାଇଣ୍ଟିଫିକ ଟିମ ଏବଂ ପୁଲିସ ମିଳିତ ତଦନ୍ତ ହେବ ବୋଲି ଜଣାପଡିଛି ଜ୍ଝ ମୃତକମାନେ ନିଆଳି ଥାନା ଅଞ୍ଚଳର ସୁକାନ୍ତ ଦାସ (୪୮) ଏବଂ ଜଗବନ୍ଧୁ ବେହେରା (୨୨) ବୋଲି ଜଣାପଡିଛି ଜ୍ଝ ସେମାନେ ଉକ୍ତ ଗୁହାଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031