Indus Valley Times

କଂଗ୍ରେସ ପକ୍ଷରୁ ରାଜିବ ଗାନ୍ଧି ଜୟନ୍ତି ପାଳିତ

 Breaking News

କଂଗ୍ରେସ ପକ୍ଷରୁ ରାଜିବ ଗାନ୍ଧି ଜୟନ୍ତି ପାଳିତ

August 21
18:50 2020

କମ୍ଭୁ ଧର କ୍ଷେତୀ ଙ୍କ ରିପୋର୍ଟ

ବୌଦ୍ଧ, ୨୦/୮: ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ପୁର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜିବ ଗାନ୍ଧିଙ୍କ ୭୬ତମ ଜନ୍ମ ଦିବସ ବରିଷ୍ଠ ନେତା ନବ ମିଶ୍ରଙ୍କ ଅବାହକତ୍ୱରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଶିବ ଶରଣ ବେହେରା, କିଶୋର ହାତୀ, ଚିତ୍ରଞ୍ଜନ ବେହେରା, ଉମେଶ ନାଏକ, ବୁଦ୍ଧଦେବ ପ୍ରଧାନ, ବେଣୁଧର ମେହେର, ଗଣେଷ ଲାଲ ଅଗ୍ରୱାଲା, ପ୍ରଦିପ ଦାସ, ପଙ୍କଜ ବେହେରା, ପୌଲସ୍ତି ପ୍ରଧାନ, ସମରେଶ ମିଶ୍ର ପ୍ରମୁଖ ଉପସ୍ଥିତ ରହି ରାଜିବ ଗାନ୍ଧିଙ୍କ ଜୀବନୀ ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲାର ଦୁଇଜଣ ଶିକ୍ଷାବିତ ଆରତି ସାହୁ ଓ ଶିବ ନାରାୟଣ ଦାସଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରର୍ଥନା କରାଯାଇଥିଲା । ଶେଷରେ ଉପସ୍ଥିତ ସଦସ୍ୟମାନେ ବୃକ୍ଷ ରୋପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031