Indus Valley Times

କଟକ ଜିଲ୍ଲା ଅବସର ସରକାରୀ କର୍ମଚାରୀ ସଂଘ ଦ୍ୱାରା ସ୍ବାସ୍ଥ୍ୟ ପରାମର୍ଶ ଶିବିର

 Breaking News

କଟକ ଜିଲ୍ଲା ଅବସର ସରକାରୀ କର୍ମଚାରୀ ସଂଘ ଦ୍ୱାରା ସ୍ବାସ୍ଥ୍ୟ ପରାମର୍ଶ ଶିବିର

September 28
18:40 2024

ବରଦା ଦାସଙ୍କ ରିପୋର୍ଟ
କଟକ , ୨୮/୯ : କଟକ ଜିଲ୍ଲା ଅବସର ସରକାରୀ କର୍ମଚାରୀ ସଂଘ ତରଫରୁ ନିଜସ୍ଵ କାର୍ଯ୍ୟମାଳୟରେ ସଭ୍ୟ ସଭ୍ୟା ମାନଙ୍କର ଏକ ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଉପଦେଷ୍ଟା ଡାକ୍ତର ସଂଜିତ୍ ପଟ୍ଟନାୟକ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇ ଯାଇଛି ।
ବିଶେଷଜ୍ଞ ଡାକ୍ତର ଏସ କେ ଗିରି ,ବି ବି ନାୟକ, ଅନୁଶୟା ନନ୍ଦ ଦୀର୍ଘ ସମୟ ଧରି ସମସ୍ତ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଡାକ୍ତରୀ ଔଷଧ ବିଷୟ ପରାମର୍ଶ ଦେଇଥିଲେ ।
ଏଥି ସହ ନିୟମିତ ମାସିକ ସଙ୍ଘ୍ ର କାର୍ଯ୍ୟ କାରି କମିଟି ବୈଠକ ଅନୁଷ୍ଠିତ ହୋଇ ସଂଘ ର ବିଭିନ୍ନ ସଭା ଓ କାର୍ଯ୍ୟକ୍ରମକୁ ଆଗେଇ ନେବା ସମର୍କରେ ଆଲୋଚନା ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031