Indus Valley Times

କାନ୍ଦିଲେ ସମୀର ଦାଶ; ଟିକେଟ ପରିବର୍ତ୍ତନ ନିବେଦନ ବାହାନାରେ ଶନିବାର ସମର୍ଥକଙ୍କ ସହ କରିବେ କି ଶକ୍ତି ପ୍ରଦର୍ଶନ

 Breaking News

କାନ୍ଦିଲେ ସମୀର ଦାଶ; ଟିକେଟ ପରିବର୍ତ୍ତନ ନିବେଦନ ବାହାନାରେ ଶନିବାର ସମର୍ଥକଙ୍କ ସହ କରିବେ କି ଶକ୍ତି ପ୍ରଦର୍ଶନ

କାନ୍ଦିଲେ ସମୀର ଦାଶ; ଟିକେଟ ପରିବର୍ତ୍ତନ ନିବେଦନ ବାହାନାରେ ଶନିବାର ସମର୍ଥକଙ୍କ ସହ କରିବେ କି ଶକ୍ତି ପ୍ରଦର୍ଶନ
April 18
16:41 2024

ଭୁବନେଶ୍ୱର,୧୮/୪: ପଞ୍ଚମ ପର୍ଯ୍ୟାୟ ବିଧାନସଭା ତାଲିକାରେ ବିଜେଡି ଆଜି ଆଉ ୯ ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି।
ଏଥିରେ ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କ ଟିକେଟ୍ କଟିଛି। ସମୀର ଦାସଙ୍କ ସ୍ଥାନରେ ଦିଲୀପ ନାୟକଙ୍କୁ ଦଳ ପ୍ରାର୍ଥୀ କରିଛି।
ସମୀର ଦାଶଙ୍କ ଟିକେଟ କଟିବା ପରେ ଗୁରୁବାର ତାଙ୍କ ସମର୍ଥକ ଏକାଠି ହୋଇଛନ୍ତି। ଏହି ସମୟରେ ସମର୍ଥକଙ୍କ ମେଳରେ ସେ ଭାବବିହ୍ବଳ ହୋଇ କାନ୍ଦି ପକାଇଛନ୍ତି।
ନିଷ୍ପତ୍ତିର ପୁର୍ନବିଚାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିଛନ୍ତି। ସମର୍ଥକଙ୍କ ସହ ନିଜେ ଯୋଗ ଦେଇ, ସୁପ୍ରିମୋଙ୍କୁ ନିଷ୍ପତ୍ତି ଉଫରେ ପୁର୍ନବିଚାର ପାଇଁ କହିଛନ୍ତି।
ଶନିବାର ସମୀରଙ୍କ ୩୦ ହଜାର ସମର୍ଥକ ଏକାଠି ହୋଇ ଦାବି କରିଛନ୍ତି। ଏନେଇ ଗୋପ ବ୍ଲକ ଅଧ୍ୟକ୍ଷା ଓ ଜିଲା ପରିଷଦ ସଭ୍ୟ ତାଙ୍କୁ ସମର୍ଥନ ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031