Indus Valley Times

ଚାକିରୀ ନିୟମିତ ଦାବିରେ ଆଉଟ ସୋରସିଂ କର୍ମଚାରୀଙ୍କ କଳାବ୍ୟାଚ ପରିଧାନ

 Breaking News

ଚାକିରୀ ନିୟମିତ ଦାବିରେ ଆଉଟ ସୋରସିଂ କର୍ମଚାରୀଙ୍କ କଳାବ୍ୟାଚ ପରିଧାନ

ଚାକିରୀ ନିୟମିତ ଦାବିରେ ଆଉଟ ସୋରସିଂ କର୍ମଚାରୀଙ୍କ କଳାବ୍ୟାଚ ପରିଧାନ
March 20
17:06 2025

ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟ
ଚନ୍ଦ୍ରପୁର, ୨୦/୩ : ରାୟଗଡ଼ା ଜିଲ୍ଲା ଆଦିବାସୀ ବହୁଳ ଚନ୍ଦ୍ରପୁର ବ୍ଲକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଉଟସୋରସିଂ କର୍ମଚାରୀଙ୍କୁ ଛଟେଇ କରାଯିବାକୁ ନେଇ, ମହାସଂଘ ପକ୍ଷରୁ ସମୋବାର ଠାରୁ ଶାନ୍ତି ପୁର୍ଣ୍ଣ ଭାବେ ପ୍ରତିବାଦ ଆରମ୍ଭ ହୋଇଚି ।
କର୍ମଚାରୀଙ୍କୁ ଛଟେଇ ବଦଳରେ ନିୟମିତ ନିୟମିତ କରାଯିବା ନେଇ ଚନ୍ଦ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତି ପୁର୍ଣ୍ଣ ଆନ୍ଦୋଳନ କରିବା ସହିତ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଗାମୀ ଦିନରେ ଦାବି ପୁରଣ ନହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031