Indus Valley Times

ଜିଲ୍ଲା ଖଣି ଅଧିକାରୀ ପୋଲିସ ପ୍ରଶାସନ ଜାଣତ ରେ ରାତିରେ ଶହଶହ ଟ୍ରିପ ବାଲି ଚୋରାଚାଲାଣ ହେଉଛି,ବାଲିଘାଟ ବନ୍ଦ ନିର୍ଦ୍ଦେଶନାମା ନାମକୁ ମାତ୍ର

 Breaking News

ଜିଲ୍ଲା ଖଣି ଅଧିକାରୀ ପୋଲିସ ପ୍ରଶାସନ ଜାଣତ ରେ ରାତିରେ ଶହଶହ ଟ୍ରିପ ବାଲି ଚୋରାଚାଲାଣ ହେଉଛି,ବାଲିଘାଟ ବନ୍ଦ ନିର୍ଦ୍ଦେଶନାମା ନାମକୁ ମାତ୍ର

ଜିଲ୍ଲା ଖଣି ଅଧିକାରୀ ପୋଲିସ ପ୍ରଶାସନ ଜାଣତ ରେ ରାତିରେ ଶହଶହ ଟ୍ରିପ ବାଲି ଚୋରାଚାଲାଣ ହେଉଛି,ବାଲିଘାଟ ବନ୍ଦ ନିର୍ଦ୍ଦେଶନାମା ନାମକୁ ମାତ୍ର
July 27
10:06 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ , ୨୭/୭ : ନୟାଗଡ କଂଗ୍ରେସ ଚଳିତ ବର୍ଷା । ରୁତୁ ପାଇଁ ଖଣି ବିଭାଗ ନିୟମ ଅନୁସାରେ ନୟାଗଡ ଜିଲ୍ଲାର ସମସ୍ତ ସୈରାତ ବାଲିଘାଟ ବନ୍ଦ ରଖିବା, ବାଲିଘାଟ ନିଲାମଧାରୀ ମାନେ ମେସିନରୀ ଏବଂ କର୍ମଚାରୀ ପ୍ରତ୍ୟାହାର କରିବା ପାଇଁ ଜିଲ୍ଲା ଖଣି ଅଧିକାରୀ ପତ୍ରସଂଖ୍ୟା ୧୯୯୩/୦୮.୦୭.୨୦୨୫ ଦ୍ୱାରା ସମସ୍ତ ବାଲିଘାଟ ନୀଳମଧାରୀ ଙ୍କ ଲଘୁଖଣିଜ ବାଲି ଉତ୍ତୋଳଳ ପ୍ରକ୍ରିୟା ନିଲମ୍ବନ ଆଦେଶ କେବଳ ନାମକୁ ମାତ୍ର ଜାରିଜରାଯାଇଛି କିନ୍ତୁ ବାସ୍ତବ ରେ ଖଣି ଅଧିକାରୀ, ଖଣ୍ଡପଡା ଏସ୍ଡ଼ିପିଓ ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କ ମିଳିତ ଚକ୍ରାନ୍ତରେ ରାତିରେ ଶହଶହ ଟ୍ରିପ ବାଲି ଚୋରାଚାଲାଣ ଚାଲିଛି ।
ନୟାଗଡ ସହର କୁ ଆସୁଥିବା ବାଲି ଟ୍ରିପ ପ୍ରତି ୯୦୦୦୦ ଟଙ୍କା ନିଆଯାଉଛି କ୍ଷ ପ୍ରତ୍ୟେକ ବାଲି ଟ୍ରିପ ପିଛା ଦୁଇ ରୁ ତିନି ହଜାର ଟଙ୍କା ବେଆଇନ ଆଦାୟ କରାଯାଇ ଚୋରା ବାଲି ଚାଲାଣ କୁ ପୋଲିସ ଖଣିବିଭାଗ ପ୍ରଶାସନ ଆଖି ବୁଜିଦେଇଛି ।
ବର୍ଷା ଋତୁ ସମୟରେ ବାଲିଘାଟ ଲିଜ ନିଲମ୍ବନ ସମୟରେ ବାଲି ଉତ୍ତୋଳନ ଜ୍ଞସଦ୍ଭସଦ୍ଭଶ କ୍ଟକ୍ଟ୍ରରକ୍ସବଗ୍ଧସକ୍ଟଦ୍ଭ ଚାଲିଲେ ସମ୍ପୃକ୍ତ ବାଲିଘାଟ ଲିଜି ବିରୁଦ୍ଧରେ ଏଫଆଇଆର ହେବା ସହ ଲିଜ ବାତିଲ କରାଯିବ ବୋଲି ଖଣି ଅଧିକାରୀ ଙ୍କ ପତ୍ରରେ ଉଲ୍ଲେଖ ରହିଥିବା ସତ୍ୱେ ଗତକାଲି ୨୫ ଜୁଲାଇ ରାତିରେ ସିଧାମୂଳା ବାଲିଘାଟ ରୁ ମେସିନ ଦ୍ୱାରା ବାଲି ଉତ୍ତୋଳନ ଏବଂ ଟିପର ହାଇୱା ଦ୍ୱାରା ବାଲି ଚାଲାଣ ହେଉଥିବା ଲାଇଭ ଭିଡିଓ ଫୋଟୋ ଦେଇ ଆଜି ନୟାଗଡ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ, ଖଣି ବିଭାଗ, ନୟାଗଡ ଜିଲ୍ଲପାଳ ଏବଂ ନୟାଗଡ ଏସପି ଙ୍କୁ ମାଇଁନିଙ୍ଗ ଅପେରସନ ପ୍ରମାଣ ଦେଇ ଟୁଇଟ କରି ସମ୍ପୃକ୍ତ ସିଧାମୂଳା ବାଲିଘାଟ ତଥା ଅନ୍ୟ ପ୍ରମୁଖ ବାଲିଘାଟ ନୀଳମଧାରୀ ମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରିଛନ୍ତି । ବାଲିଘାଟ ବନ୍ଦ ପାଇଁ ସ୍ୱତନ୍ତ୍ର ନିର୍ଦ୍ଧେଶନାମକ୍ଷ ବଳବତ୍ତର ଥିବାବେଳେ ପ୍ରତ୍ୟେକ ରାତିରେ ଶହଶହ ବାଲି ଲୋଡ଼ ହାଇୱା ବାଣପୁର ଛକ,କଣ୍ଟିଲୋ, ଭାପୁର ଦେଇ ଭୁବନେଶ୍ୱର ଏବଂ ଖଣ୍ଡପଡା ରାସ୍ତାରେ ନୟାଗଡ ଆସୁଥିବା କଣ ଖଣ୍ଡପଡା ଏସ୍ଡ଼ିପିଓ ନୟାଗଡ ଖଣି ଅଧିକାରୀ ଜାଣି ପାରୁନାହାଁନ୍ତି ବୋଲି କଂଗ୍ରେସ ନେତା ଶ୍ରୀ ଦାଶ ଜିଲ୍ଲାପାଳ ମହାଶୟ ଙ୍କୁ ପ୍ରଶ୍ନ କରିଛନ୍ତି କ୍ଷ ବର୍ଷାଋତୁ ସମୟରେ ଯଦି ବାଲି ଚୋରାଚାଲାଣ କୁ ବନ୍ଦ କରିବା ପାଇଁ ଜିଲ୍ଲାପାଳ ଏବଂ ଏସପି ଟାସ୍କଫୋର୍ସ ଗଠନ କରି ବନ୍ଦ କରିବେ ନାହିଁ ତେବେ ନୟାଗଡ ଜିଲ୍ଲାର ଲଘୁଖଣିଜ ସମ୍ପାଦ ସୁରକ୍ଷା ନୟାଗଡ ଜିଲ୍ଲାପାଳ, ଏସପି ଏବଂ ଜିଲ୍ଲା ଖଣି ଅଧିକାରୀ ଙ୍କୁ ପକ୍ଷଭୁକ୍ତ କରାଯାଇ ମାନବ ଅଧିକାର କମିଶନଙ୍କ ଅଦାଲତ ରେ ଲିଖିତ ଅଭିଯୋଗ ଦାଏର କରାଯିବ

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031