Indus Valley Times

ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଡ୍ୟୁଟିକୁ ଯାଉଥିବା ବେଳେ ଚଢିଗଲା ଗାଡି

 Breaking News

ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଡ୍ୟୁଟିକୁ ଯାଉଥିବା ବେଳେ ଚଢିଗଲା ଗାଡି

ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଡ୍ୟୁଟିକୁ ଯାଉଥିବା ବେଳେ ଚଢିଗଲା ଗାଡି
January 10
11:41 2023

ରାଉରକେଲା, ୧୦/୧: ହକି ଷ୍ଟାଡିୟମକୁ ଡିୟୁଟି କରିବାକୁ ଯାଉଥିଲା ବେଳେ ଟ୍ରକ୍ ଧକ୍କାରେ ମହିଳା ଗୃହରକ୍ଷୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବନ୍ଧମୁଣ୍ଡାର ଜୋହାନୀ ତୀର୍କୀ। ଉଦିତନଗର ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରିବା ଡ୍ରାଇଭରକୁ ଅଟକ ରଖିଛି। ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆରଜିଏଚକୁ ପଠାଇଛି।
ବିର୍ସାମୁଣ୍ଡା ହକି ଷ୍ଟାଡିୟମକୁ ଡିୟୁଟି କରିବାକୁ ସ୍କୁଟିରେ ରାଉରକେଲା ଯାଉଥିଲେ ଜୋହାନୀ। ସକାଳ ପ୍ରାୟ ସାତଟାରେ ହନୁମାନବାଟିକା ଛକରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା।
ଏଠାରେ ଜୋହାନୀ ତଳେ ପଡ଼ିଯିବା ପରେ ଟ୍ରକ ତାଙ୍କ ଉପରେ ଚଢିଯାଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଜୋହାନୀ ତୀର୍କୀଙ୍କର ଆଜି ହକି ହକି ଷ୍ଟାଡିୟମର ୬ ନଂ ଟିକେଟ କାଉଣ୍ଟରରେ ଡିୟୁଟି ଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031