Indus Valley Times

ନିଜ ସର୍ଭିସ ରିଭଲଭରରୁ ଗୁଳି କରି ସିଆରପିଏଫ ଅଫିସରଙ୍କ ଆତ୍ମହତ୍ୟା!

 Breaking News

ନିଜ ସର୍ଭିସ ରିଭଲଭରରୁ ଗୁଳି କରି ସିଆରପିଏଫ ଅଫିସରଙ୍କ ଆତ୍ମହତ୍ୟା!

ନିଜ ସର୍ଭିସ ରିଭଲଭରରୁ ଗୁଳି କରି ସିଆରପିଏଫ ଅଫିସରଙ୍କ ଆତ୍ମହତ୍ୟା!
April 25
12:14 2023

ରାୟଗଡ଼ା,୨୫/୪: ରାୟଗଡ଼ା ସଦର ମହକୁମାରେ ଅବସ୍ଥାପିତ ଚତୁର୍ଥ ବାଟାଲିୟନର ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସୁନୀଲ କୁମାର ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।
ସୁନୀଲ କୁମାରଙ୍କ ଘର ବିହାରରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଏନେଇ ସିଆରପିଏଫ କାର୍ଯ୍ୟାଳୟ ତରଫରୁ କୌଣସି ସୂଚନା ଦିଆଯାଇନାହିଁ। ପୁଲିସର ତଦନ୍ତ ପରେ ସବୁ ସତ୍ୟ ପଦାକୁ ଆସିବ ବୋଲି ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031