Indus Valley Times

ନୂଆଗାଁ ବ୍ଲକ ଯୋଡାସାହି ରାସ୍ତା ଅବସ୍ଥା ଶୋଚନିୟ

 Breaking News

ନୂଆଗାଁ ବ୍ଲକ ଯୋଡାସାହି ରାସ୍ତା ଅବସ୍ଥା ଶୋଚନିୟ

August 23
13:41 2020

ପ୍ରଦିପ୍ତ କୁମାର ସାହୁ

ନୟାଗଡ଼,୨୩/୮: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବେରୁଆବାରୀ ପଞ୍ଚାୟତ ର ବେରୁଆବାରୀ ଠାରୁ ଯୋଡାସାହି ରାସ୍ତା ଅବସ୍ଥା ଶୋଚନିୟ । ଟିକେ ବର୍ଷା ହେଲେ ସୃଷ୍ଟି ହୁଏ କୁର୍ତିମ ବନ୍ୟା । ଦିର୍ଘ ଦିନ ହେବ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଆରମ୍ଭ ହୋଇଥିବା କାର‌୍ୟ୍ୟ ଆଜି ପର‌୍ୟ୍ୟନ୍ତ ଶେଷ ହୋଇପାରିନାହିଁ । ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଅବହେଳା ଲାଗି ରାସ୍ତା କାର‌୍ୟ ହୋଇପାରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ରାସ୍ତା ଦେଇ ପ୍ରାୟ କୋଡିଏ ଟି ଗ୍ରାମର ଲୋକମାନେ ଯିବାଆସିବା କରନ୍ତି । ବାରମ୍ବାର ଅଭିଯୋଗ କରିବା ସତ୍ବେ ରାସ୍ତା କାର‌୍ୟ୍ୟ ହେଉନଥିବାରୁ ଗ୍ରାମବାସୀ ମାନେ ରାସ୍ତା ଉପରେ ମାଛ ଛାଡି ପ୍ରତିବାଦ ଜଣାଇଛନ୍ତି । ଅତିସିଘ୍ର ରାସ୍ତା କାର‌୍ୟ୍ୟ କରାନଗଲେ ଆଗାମୀ ଦିନରେ ପଞ୍ଚାୟତ ବାସି ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031