Indus Valley Times

ନୂଆ ମିଡିଆ ଟିମ ଘୋଷଣା କଲା ବିଜେଡି

 Breaking News

ନୂଆ ମିଡିଆ ଟିମ ଘୋଷଣା କଲା ବିଜେଡି

ନୂଆ ମିଡିଆ ଟିମ ଘୋଷଣା କଲା ବିଜେଡି
July 22
16:50 2024

ଭୁବନେଶ୍ବର, ୨୨/୭ : ନୂଆ ମିଡିଆ ଟିମ୍ ଘୋଷଣା କରିଛି ବିଜେଡି। ଦଳ ପକ୍ଷରୁ ୧୬ ଜଣିଆ ମିଡିଆ ଟିମ୍ ଘୋଷଣା କରାଯାଇଛି। ତେବେ ନୂଆ କରି ଘୋଷଣା କରାଯାଇଥିବା ଏହି ଟିମରେ ପ୍ରଶାନ୍ତ ମୁଦୁଲିଙ୍କ ସହ ବ୍ୟୋମକେଶ ରାୟ, ସୁବାସ ସିଂ, ଗୌତମ ବୁଦ୍ଧ ଦାସ, ସାରଦା ଜେନା, ଲତିକା ପ୍ରଧାନଙ୍କ ଭଳି ନେତାଙ୍କୁ ସ୍ଥାନ ମିଳିଛି।
ଏଥିସହ ରମେଶ ବେହେରା, ମନ୍ମଥ ରାଉତରାୟ, ତୁମ୍ବନାଥ ପଣ୍ଡା, ମିହିର ରାୟ, ଚିନ୍ମୟ ସାହୁ, ଇପସିତା ସାହୁ, ସୋଫିଆ ଆଲାମ୍, ଇରାନୀ ରାୟ, ବିଶ୍ୱନାଥ ପ୍ରତାପ ସାହୁ ଓ ଯୁବ ନେତା ଅରୁପ ଶ୍ରୀଚନ୍ଦନଙ୍କୁ ଏହି ଟିମରେ ସାମିଲ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031