Indus Valley Times

ନୟାଗଡ : ଆନ୍ତର୍ଜାତୀୟ ମାନବାଧିକାର ପରିଷଦର କାର୍ଯ୍ୟାଳୟ ଉଦଘାଟନ

 Breaking News

ନୟାଗଡ : ଆନ୍ତର୍ଜାତୀୟ ମାନବାଧିକାର ପରିଷଦର କାର୍ଯ୍ୟାଳୟ ଉଦଘାଟନ

ନୟାଗଡ : ଆନ୍ତର୍ଜାତୀୟ ମାନବାଧିକାର ପରିଷଦର କାର୍ଯ୍ୟାଳୟ ଉଦଘାଟନ
July 12
16:10 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ, ୧୨/୭ : ନୟାଗଡ଼ ଆନ୍ତର୍ଜାତୀୟ ମାନବିକ ଅଧିକାର ପରିଷଦର ନୂତନ କାର୍ଯ୍ୟାଳୟ ଶୁଭ ଉଦଘାଟନ। ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ମାନବିକ ଅଧିକାର ପରିଷଦର ରାଜ୍ୟ ସଭାପତି ମୀନକେତନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟାଳୟକୁ ଉଦଘାଟନ କରିବାସହ ଜିଲ୍ଲା ବୋର୍ଡ ଗଠନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ବୋର୍ଡ ର ସଭାପତି ଭାବେ ଭବାନୀ ଶଙ୍କର ଦାସ, ଉପସଭାପତି ଯଯାତୀ କେଶରୀ ମହାପାତ୍ର , ସମ୍ପାଦକ ଭାବେ ଅନୱର ଅଲିଙ୍କ ନାମ ଘୋଷଣା କରାଯାଇଥିବା ବେଳେ ମହିଳା ସଭାପତି ଭାବେ ଶଞ୍ଜୁକ୍ତା ପଢିଆରୀ ଏବଂ ମହିଳା ସମ୍ପାଦକ ଭାବେ ପୁଷ୍ପାଞ୍ଜଳି ମହାପାତ୍ରଙ୍କ ନାମ ଘୋଷଣା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031