Indus Valley Times

ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ, ଛାତରୁ ଖସିପଡିଲା କାର୍

 Breaking News

ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ, ଛାତରୁ ଖସିପଡିଲା କାର୍

August 24
14:11 2025

ପୁରୀ, ୨୪/୮ : ପୁରୀ ଜଗନ୍ନାଥବଲ୍ଲଭ ମଲ୍ଟିଲେବଲ କାର୍ ପାର୍କିଂରୁ ଖସିଲା କାର୍ ।ଗୋଟିଏ ମହଲାରୁ ତଳକୁ ଖସିଲା ବୋଲେରୋ ।ଭାରସାମ୍ୟ ହରାଇ ଗାଡିଟି ତଳକୁ ଖସିଗଲା। ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ପୁରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗୁରୁତର ଡ୍ରାଇଭର ଧାମରା ଅଞ୍ଚଳର ସୂଚନା ରହିଛି।
ତେବେ ଗାର୍ଡ ୱାଲ୍ ନ ଥିବାରୁ କାର୍‌ଟି ବ୍ୟାକ୍ ଗିୟରରେ ତଳକୁ ଖସିଥିବା ସୂଚନା ମିଳିଛି। ତେଣୁ ଆଗକୁ ଅଘଟଣ ଏଡ଼ାଇବାକୁ ଗାର୍ଡ ୱାଲ୍ ନିର୍ମାଣ ଜରୁରୀ ଦାବି ଧରିଛି। ଅନ୍ୟ ଡ୍ରାଇଭର ମଧ୍ୟ ଗାର୍ଡ ୱାଲ୍ ନିର୍ମାଣର ଆବଶ୍ୟକତା କହୁଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031