Indus Valley Times

ପୋଲିସ- ନକ୍ସଲ ଗୁଳି ବିନିମୟ, ଜଣେ ନକ୍ସଲ ନିହିତ, ୨ ଯବାନ ଆହାତ

 Breaking News

ପୋଲିସ- ନକ୍ସଲ ଗୁଳି ବିନିମୟ, ଜଣେ ନକ୍ସଲ ନିହିତ, ୨ ଯବାନ ଆହାତ

October 21
11:36 2020

ମାଲକାନଗିରି ୨୧।୧୦: ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ଲାଲବାହିନୀ ର ବର୍ବର କାଣ୍ଡ । ପୋଲିସ- ନକ୍ସଲ ଗୁଳି ବିନିମୟ ହୋଇଛି । ଏନକାଉଣ୍ଟରରେ ଜଣେ ନକ୍ସଲ ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି ।
ବାସାଗୁଡା ଥାନା ଅନ୍ତର୍ଗତ ଗୋଲକୁଣ୍ଡା ଜଙ୍ଗଲରେ ସିଆରପିଏଫ ର କୋବ୍ରା ବାଟାଲିଆନ ଏବଂ ଡିଆରଜି ବାହିନୀ ମିଳିତ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ହେଲେ ଯବାନଙ୍କୁ ଦେଖି ନକ୍ସଲ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ । ଯେଉଁଥିରେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ଯବାନଙ୍କ ପାଲଟା ଆକ୍ରମଣରେ ଜଣେ ମାଓବାଦୀ ପ୍ରାଣ ହରାଇଛି । ଘଟଣା ସ୍ଥଳରୁ ବହୁ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ଯବାନ । ଏବେ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031