Indus Valley Times

ବନ୍ଧୁକ ସହ ଶିକାରୀ ଗିରଫ: ନୟାଗଡ଼ ଜିଲ୍ଲା ମହାନଦୀ ବନ୍ୟପ୍ରାଣୀ

 Breaking News

ବନ୍ଧୁକ ସହ ଶିକାରୀ ଗିରଫ: ନୟାଗଡ଼ ଜିଲ୍ଲା ମହାନଦୀ ବନ୍ୟପ୍ରାଣୀ

November 06
18:43 2022

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୬/୧୧: ଡିଭିଜନ ବାଣୀଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଞ୍ଚଳ କର୍ମଚାରୀଜଣେ ଶିକରୀକୁ ଗିରଫ କରିବା ସହ ବନ୍ଧୁକ ଜବତ କରିଛନ୍ତିଅଧିକାରୀ ସଂସାର ବର୍ଗୀଆ ।
ଗତକାଲି ରାତିରେ ବନାଞ୍ଚଳ ଅଧିକାରୀ ସଂସାର ବର୍ଗୀଆ ସଦଳବଳେ, ଶିକାର ପାଇଁ ପ୍ରସ୍ତୁତ ହେଉଥିବା ଏକ ଶିକାରୀ ଦଳ ଉପରେ ଅଚାନକ ଚଢାଓ କରିଥିଲେ ଚଢାଓ ସମୟରେ ଅନ୍ୟ ସହଯୋଗୀମାନେ ଖସିଯିବାକୁ ସକ୍ଷମହୋଇଥିବା ବେଳେ ମୂଖ୍ୟ ଶିକାରୀ କୁଲୁରୁକୁମ୍ପା ଗ୍ରାମପଞ୍ଚାୟତ,ବାଣୀବିରୀ ଗ୍ରାମର , ବିଶ୍ବନାଥ ମଳିକ ( ୭୦ ) କୁ ବନକର୍ମଚାରୀମାନେ ମାଡି ବସିଥିଲେ ।
ତାଙ୍କଠାରୁ ଶିକାର ପାଇଁବ୍ୟବହୃତ ଏକ ଦେଶୀ ଚୋରା ବନ୍ଧୁକ ଜବତ କରାଯାଇଛି ।
ଅଭିଯୁକ୍ତକୁ ଗିରଫ କରାଯାଉଛି । ଏହି ଚଢାଉରେ ବନାଂଚଳଅଧିକାରୀ ଶ୍ରୀ ବର୍ଗୀଆ କଂ ସମେତ, ବନପାଳ ଦୀପ୍ତିରଂଜନଆଚାର୍ଯ୍ୟ, ଦୀପ୍ତିରଂଜନ ନାୟକ, ବନରକ୍ଷୀ ରାଜ୍ କୁମାରଶତପଥୀଙ୍କ ସମେତ ଅନ୍ୟ ବନକର୍ମଚାରୀ ମାନେ ମଧ୍ୟ ସାମିଲ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031