Indus Valley Times

ବିଜେପି ଅମରେଶ୍ୱର୍ ମଣ୍ଡଳରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

 Breaking News

ବିଜେପି ଅମରେଶ୍ୱର୍ ମଣ୍ଡଳରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

ବିଜେପି ଅମରେଶ୍ୱର୍ ମଣ୍ଡଳରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା
August 13
20:12 2025

ବରଦା ଦାସଙ୍କ ରିପୋର୍ଟ
କଟକ , ୧୩/୮: ଆଜି ସକାଳ ୮ ଘଟିକ।ରେ ସ୍ଵାଧୀନତା ଦିବସ ପାଳନ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ବିଜେପି ଅମରେଶ୍ୱର୍ ମଣ୍ଡଳ ତରଫରୁ ଅନୁଷ୍ଠିତ ହୋଇଯାଇଛି ।
ସଭାପତି ଉପେନ୍ଦ୍ର ମହାରଣା, ଉପସଭାପତି ବରଦା ଦାସ, ମହିଳା ନେତ୍ରୀ ପ୍ରବୀଣ। ମହାପାତ୍ର ଓ କଳ୍ପନା ଦାସ, ସମ୍ପାଦକ ସମ୍ବିତ ସାମଲ ଙ୍କ ନେତୃତ୍ୱରେ ଜାତୀୟ ପତାକା ଉଡ଼ାଇ ଜାତୀୟ ସଙ୍ଗୀତ ବାଦ୍ୟ ସହ ଏକ ଶୋଭାଯାତ୍ରା ମଙ୍ଗଳାବାଗ ଠାରୁ ବାସ୍ତରି ମଠ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଯାଇଛି ।
ଲଲାଟେନ୍ଦୁ ବଡୁ, ବିଶ୍ଵ ରଞ୍ଜନ ମିଶ୍ର ଓ ବହୁ ବ୍ୟକ୍ତି ମହିଳା ନେତୃମଣ୍ଡଳୀ ପ୍ରମୁଖ ଯୋଗ ଦେଇ ସଫଳ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031