Indus Valley Times

ବିଶ୍ଵାମିତ୍ର ମହାଙ୍କୁଡଙ୍କୁ ବିଜେଡିର ଶ୍ରଦ୍ଧାଞ୍ଜଳି

 Breaking News

ବିଶ୍ଵାମିତ୍ର ମହାଙ୍କୁଡଙ୍କୁ ବିଜେଡିର ଶ୍ରଦ୍ଧାଞ୍ଜଳି

ବିଶ୍ଵାମିତ୍ର ମହାଙ୍କୁଡଙ୍କୁ ବିଜେଡିର ଶ୍ରଦ୍ଧାଞ୍ଜଳି
February 03
22:01 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩/୨ : ବିଜୁ ଜନତାଦଳର ବରିଷ୍ଠନେତା ଧଳପୁର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ବିଶ୍ଵାମିତ୍ର ମହାଙ୍କୁଡଙ୍କ ଆଜି ନିଧନ ହୋଇଯାଇଛି ।
ପୁରୁଣାକଟକ ଠାରେ ବିଜୁ ଜନତାଦଳର ବୌଦ୍ଧ ଜିଲ୍ଲା ସଭାପତି ପୂ ର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ବ୍ଲକସଭାପତି ପଙ୍କଜ ସାହୁ, ବରିଷ୍ଠ ନେତା ସୀତାରାମ ଅଗ୍ରୱାଲା, ରବିନାରାୟଣ ପ୍ରଧାନ ଜିଲ୍ଲା ଉପସଭାପତି ସୁବୋଧ ପ୍ରଧାନ ସାମାଜିକ ଗଣମାଧ୍ୟମ ସଂଯୋଜକ ଅବକାଶ ସାହୁ ପୁରୁଣାକଟକ ସରପଞ୍ଚ ଅଶୋକ ସେଠି କରଞ୍ଜକଟା ସରପଞ୍ଚ ନିହାର ଘୋଷ ପ୍ରମୁଖ ଅନ୍ୟାନ୍ୟ ନେତୃବୃନ୍ଦ ଙ୍କ ଗହଣରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031