Indus Valley Times

ବିଶ୍ୱବିଶୃତ ନଭବିଜ୍ଞାନୀ ସାମନ୍ତ ଚନ୍ଦ୍ର ଶେଖର (ପଠାଣି ସାମନ୍ତ )ଙ୍କ ଜନ୍ମ ଜୟନ୍ତି ଅନୁଷ୍ଠିତ

 Breaking News

ବିଶ୍ୱବିଶୃତ ନଭବିଜ୍ଞାନୀ ସାମନ୍ତ ଚନ୍ଦ୍ର ଶେଖର (ପଠାଣି ସାମନ୍ତ )ଙ୍କ ଜନ୍ମ ଜୟନ୍ତି ଅନୁଷ୍ଠିତ

ବିଶ୍ୱବିଶୃତ ନଭବିଜ୍ଞାନୀ ସାମନ୍ତ ଚନ୍ଦ୍ର ଶେଖର (ପଠାଣି ସାମନ୍ତ )ଙ୍କ ଜନ୍ମ ଜୟନ୍ତି ଅନୁଷ୍ଠିତ
October 27
21:48 2023

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୭/୧୦: ବିଶ୍ୱବିଶୃତ ନଭବିଜ୍ଞାନୀ ସାମନ୍ତ ଚନ୍ଦ୍ର ଶେଖର (ପଠାଣି ସାମନ୍ତ )ଙ୍କ ଜନ୍ମ ଜୟନ୍ତି ସମ୍ପର୍କିତ ବ୍ୟତୀକ୍ରମ କୁ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ତଥା ଓଡିଶା ସାହିତ୍ୟ ଏକାଡେମୀ କୁ ଅବଗତି କରିବା ନିମନ୍ତେ ଆଜି (୨୫ ଅକ୍ଟୋବର ୨୦୨୩ ମସିହା ବୁଧବାର) ଦିନ ଜିଲ୍ଲା ପାଳ, ନୟାଗଡ଼ ଙ୍କ ମାଧ୍ୟମରେ ଏକ ସ୍ମାରକ ପତ୍ର ମାନ୍ୟବର ମୁଖ୍ୟ ମନ୍ତ୍ରୀ, ଓଡିଶା ଙ୍କ ଉଦେଶ୍ୟ ରେ ପ୍ରଦାନ କରାଗଲା।
ବ୍ୟକ୍ତି ଗତ ଭାବରେ “ସାମନ୍ତ ଚନ୍ଦ୍ର ଶେଖର ସାଂସ୍କୃତିକ ଅନୁଷ୍ଠାନ “ନୟାଗଡ଼ ର ସଭାପତି ପ୍ରମୋଦ କୁମାର ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର, ଓ ଗବେଷକ ଡକ୍ଟର ବିଜୟକୁମାର ଚୌଧୁରୀ, ମାନ୍ୟବର ବିଧାୟକ, ନୟାଗଡ଼ ଡ଼ଃ ଅରୁଣ କୁମାର ସାହୁ ଙ୍କୁ ସାକ୍ଷାତ କରି ତାଙ୍କ ସହିତ ବିଚାର ଆଲୋଚନା କରିଥିଲେ। ମାନ୍ୟବର ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଏ ସମ୍ପର୍କ ରେ ବିହିତ ପଦକ୍ଷେପ ଗ୍ରହଣ କରିବା ସକାଶେ ତତ୍ପରତା ପ୍ରକାଶ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031