Indus Valley Times

ବୌଦ୍ଧ ବିଜୁ ଜନତାଦଳର ପଦଯାତ୍ରା ଅନୁଷ୍ଠିତ

 Breaking News

ବୌଦ୍ଧ ବିଜୁ ଜନତାଦଳର ପଦଯାତ୍ରା ଅନୁଷ୍ଠିତ

ବୌଦ୍ଧ ବିଜୁ ଜନତାଦଳର ପଦଯାତ୍ରା ଅନୁଷ୍ଠିତ
November 10
20:19 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୦/୧୧ : . ବିଜୁ ଜନତାଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କ ଆହ୍ୱାନ କ୍ରମେ ଗାନ୍ଧୀଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ପଦଯାତ୍ରା ଆଜି ବୌଦ୍ଧ ଜିଲ୍ଲା ସଭାପତି ତଥା ପୁର୍ବତନ ବାଚସ୍ପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କ ନେତୃତ୍ୱରେ ତଳଗାଁ ପଞ୍ଚାୟତ ଅନ୍ତର୍ଗତ ଗଣ୍ଡାପାଜୁ ଠାରୁ ଆରମ୍ଭ ମହାଲିକପଡା କୁଶଙ୍ଗ ହରଭଙ୍ଗା ଛତ୍ରଙ୍ଗ ହୋଇ ବାଇଶିପଡା ଠାରେ ଏକ ସାଧାରଣ ସଭାସହ ଉଦଯାପିତ ହୋଇଯାଇଛି ।
ସମ୍ପ୍ରତି ସବୁକ୍ଷେତ୍ରରେ ବିଫଳ ହୋଇଥିବା ବିଜେପି ସରକାର ବିରୁଦ୍ଧରେ ଯୁଦ୍ଧମ ଦେହୀ ଡାକରା ଦେଇଥିଲେ ।
ଆଜିର ପଦଯାତ୍ରା ରେ ତିନିହଜାରରୁ ଉର୍ଦ୍ଧ ଜନସାଧାରଣଙ୍କ ଶୋଭାଯାତ୍ରା ଅଞ୍ଚଳରେ ଏକ ନୂତନ ଚର୍ଚାରେ ବିଷୟ ପାଲଟିଛି ।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସମ୍ପାଦକ ଅଶୋକ ସାହୁ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର ଜିଲ୍ଲାପରିଷଦ ଅଧକ୍ଷା ପ୍ରଭାସିନୀ ଦାସ ସାମାଜିକ ଗଣମାଧ୍ୟମ ସଂଯୋଜକ ଅବକାଶ ସାହୁ ଅବକାଶ ସାହୁ ପ୍ରଦୀପ କୁମାର ସାହୁ ଜ୍ୟୋତି ରଞ୍ଜନ ସାହୁ ବସନ୍ତ ସ୍ୱାଇଁ ଧୂରୀଣ ଦେହୁରୀ ସଞ୍ଜୟ ଦେହୁରୀ ସୁବୋଧ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30