Indus Valley Times

ବୌଦ୍ଧ ବ୍ଲକରେ ଭୋଟ ଦେଲେ ପୂର୍ବତନ ବାଚସ୍ପତି ଶ୍ରୀ ପ୍ରଦିପ ଅମାତ

 Breaking News

ବୌଦ୍ଧ ବ୍ଲକରେ ଭୋଟ ଦେଲେ ପୂର୍ବତନ ବାଚସ୍ପତି ଶ୍ରୀ ପ୍ରଦିପ ଅମାତ

February 18
16:21 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୮/୨: ପଂଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି ।
ବୌଦ୍ଧ ବ୍ଲକରେ ପୂର୍ବତନ ବାଚସ୍ପତି ଶ୍ରୀ ପ୍ରଦିପ କୁମାର ଅମାତ ତାଙ୍କ ମତ ଧିକାର ସାବ୍ୟସ୍ତ କରିଛନ୍ତି । ଶ୍ରୀ ଅମାତ ତାଙ୍କ ନିଜ ଗାଁ ବୌଦ୍ଧ ବ୍ଲକ ବିଜାପଦାର ସ୍ଥିତ ସରକାରୀ ସ୍କୁଲ ମତ ଦାନ କେନ୍ଦ୍ରକୁ ଯାଇ ଭୋଟ ଦେଇଛନ୍ତି । ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା । ଦିନ ୧୦ଟା ସମୟ ରେ ଶ୍ରୀ ଅମାତ ଓ ତାଙ୍କ ପତ୍ନୀ ସୀମାରାଣୀ ଅମାତଙ୍କ ସହ ଆସି ଧାଡିରେ ଛିଡା ହୋଇ ମତ ଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031