Indus Valley Times

ବଢ଼ିଲା ରେପୋ ରେଟ୍‌: ମହଙ୍ଗା ହେବ ମାସିକ ଗୃହ ଓ ଗାଡି କିସ୍ତି

 Breaking News

ବଢ଼ିଲା ରେପୋ ରେଟ୍‌: ମହଙ୍ଗା ହେବ ମାସିକ ଗୃହ ଓ ଗାଡି କିସ୍ତି

ବଢ଼ିଲା ରେପୋ ରେଟ୍‌: ମହଙ୍ଗା ହେବ ମାସିକ ଗୃହ ଓ ଗାଡି କିସ୍ତି
June 08
19:01 2022

ଭୁବନେଶ୍ୱର,୮/୬: ବୃଦ୍ଧି ହେଲା ରୋପେ ରେଟ୍ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟ୍ ୫୦ ବେସିସି ପଏଣ୍ଡ ଅର୍ଥାତ୍ ୪.୯୦ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୨-୨୩ ବିତିୟ ବର୍ଷରେ ମୁଦ୍ରାସ୍ପିତ ୬.୭ ପ୍ରତିଶତ ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ।
ରେପୋ ରେଟ୍ ବଢ଼ିବା ଦ୍ୱାରା ମହଙ୍ଗା ହେବ ଇଏମ୍‌ଆ, ଘର ଲୋନ୍‌,ଗାଡି ଲୋନ୍ ।
ରିଜର୍ଭ ବ୍ୟାଙ୍କ ଆକଳନ କରିଛି ଯେ ରିପୋ ରେଟ୍ ବଢ଼ିବା ଦ୍ୱାରା ଚଳିତ ଆର୍ଥିକ ବର୍ଷରେ ୭.୨ ପ୍ରତିଶତ ଅର୍ଥନୀତିରେ ଅଭିବୃଦ୍ଧିହେବ ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031