Indus Valley Times

ଭିଜିଲାନ୍ସ ଜାଲରେ ଅବକାରୀ ଏସ୍‌ଆଇଓ, ଏକକାଳୀନ ୪ଟି ସ୍ଥାନରେ ଚଢାଉ

 Breaking News

ଭିଜିଲାନ୍ସ ଜାଲରେ ଅବକାରୀ ଏସ୍‌ଆଇଓ, ଏକକାଳୀନ ୪ଟି ସ୍ଥାନରେ ଚଢାଉ

ଭିଜିଲାନ୍ସ ଜାଲରେ ଅବକାରୀ ଏସ୍‌ଆଇଓ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
September 07
10:33 2023

ବାଲୁଗାଁ, ୭/୯ ଅବକାରୀASI ଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ବାଲୁଗାଁ ଅବକାରୀ ASI ସୁଦୀପ୍ତ ଦାଶଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି। ସୁଦୀପ୍ତଙ୍କ ନୟାଗଡ଼ ସ୍ଥିତ ବାସଭବନ, ତାଙ୍କ ଭଡ଼ା ଘର ଓ ବାଲୁଗାଁରେ ଥିବା ଭଡ଼ା ଘର ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
ଏହି ଚଢ଼ାଉରେ ୪ଜଣ ଡିଏସପି ଓ ୬ ଇନ୍ସପେକ୍ଟର ସାମିଲ ହୋଇଛନ୍ତି।
ସୁଦୀପ୍ତ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସୁଦୀପ୍ତଙ୍କ ଘରେ ଚଢ଼ାଉ କରିଛି। ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031