Indus Valley Times

ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର୍

 Breaking News

ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର୍

October 10
17:33 2024

କଟକ, ୧୦/୧୦ : ଭିଜିଲାନ୍ସ ଜାଲରେ SCB ମେଡିକାଲର ଡାଟାଏଣ୍ଟ୍ରି ଅପରେଟର୍। ଅସ୍ଥାୟୀ ଠିକା ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁଙ୍କୁ ଧରିଛି ଭିଜିଲାନ୍ସ । ଗରିବ ବାପାର ଚିକିତ୍ସା ପାଇଁ ପୁଅ ଠାରୁ ୨ ହଜାର ଲାଞ୍ଚ ନେଇ ଧରାପଡ଼ିଛନ୍ତି ସ୍ମୃତିରଂଜନ। ହେପାଟାଇଟିସ୍ ପୀଡ଼ିତ ବାପା ପାଇଁ ଔଷଧ ଦେବାକୁ ପୁଅଠାରୁ ଲାଞ୍ଚ ନେଉଥିଲେ ସ୍ମୃତିରଂଜନ ।
ସେ ଔଷଧ ମାଗଣାରେ ମିଳୁଥିଲେ ବି ଗରିବ ବ୍ୟକ୍ତିଙ୍କଠାରୁ ୨ ହଜାର ମାଗିଥିଲେ । ଏନେଇ ଅଭିଯୋଗ ପରେ ସ୍ମୃତି ରଞ୍ଜନ ସାହୁଙ୍କୁ ଧରିଛି ଭିଜିଲାନ୍ସ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031