Indus Valley Times

ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କଲା ବିଜେପି

 Breaking News

ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କଲା ବିଜେପି

November 25
20:58 2020

ନୟାଗଡ଼,୨୫/୧୧: ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମର ପାଞ୍ଚ ବର୍ଷର ଝିଅ ପରୀ ଅପହରଣ ଓ ହତ୍ୟା ଘଟଣା ପାଞ୍ଚ ମାସ ବିତିଯାଇଥିଲେ ମଧ୍ୟ ନୟାଗଡ଼ ସଦର ଥାନା ହାତ ଖାଲି।
ନ୍ୟାୟ ନପାଇ ପରୀର ବାପା ମାଆ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲାପରେ ସାରା ରାଜ୍ୟରେ ଘଟଣା ର ବିରୋଧ ଜୋର ଧରିଛି। ବିଧାନସଭା ରେ ଚର୍ଚ୍ଚା ପରେ ପରୀ ଅପହରଣ ଓ ହତ୍ୟାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ନୟାଗଡ଼ ବିଜେପି ପକ୍ଷରୁ ରାଜରାସ୍ତାରେ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କରାଯିବା ସହିତ ଇସ୍ତଫା ଦାବି କରାଯାଇଛି। ମୁଖ୍ୟ ଅଭିଯୁକ୍ତ ବାବୁଲି ନାୟକର ଗିରଫ ଦାବି କରି ଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ଦେଇଛି ବିଜେପି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031