Indus Valley Times

ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

 Breaking News

ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
January 02
12:44 2023

ଚମ୍ପୁଆ.୨/୧: ନିଜ ସରକାରୀ ବାସଭବନରୁ ମିଳିଲା ଡାକ୍ତରଙ୍କ ମୃତଦେହ। ମୃତ ଡାକ୍ତରଜଣକ ୨୫ ବର୍ଷୀୟ ଶୁଭଶ୍ରୀ କର । ସେ କେନ୍ଦୁଝର ଜିଲ୍ଲା ଯୋଡା ପୌରାଞ୍ଚଳର ବନେଇକଳାଠାରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର‌୍ୟ୍ୟରତ ଥିଲେ । ହେଲେ କେଉଁ କାରଣରୁ ଶୁଭଶ୍ରୀ ମ୍ୟତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ ।
ସରକାରଙ୍କ ନିରାମୟ ଯୋଜନାରେ ବନେଇକଳା ସହରାଞ୍ଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେ ନିୟୋଜିତ ଥିଲେ। ସେ ସ୍ୱାସ୍ଥ୍ୟ କେନ୍ଦ୍ରର ଉପର ମହଲାରେ ରହୁଥିବା ବେଳେ ରବିବାର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଠିକ୍ ସମୟରେ ଯାଇ ନ ଥିଲେ। ଏହାପରେ ସନ୍ଦେହ ହେବାରୁ ସନ୍ଧ୍ୟା ସମୟରେ ତାଙ୍କ ସହକର୍ମୀମାନେ ଯୋଡା ଥାନାକୁ ଖବର ଦେଇଥିଲେ।
ଚମ୍ପୁଆ(ଦୀପକ କୁମାର ଶତପଥୀ): ନିଜ ସରକାରୀ ବାସଭବନରୁ ମିଳିଲା ଡାକ୍ତରଙ୍କ ମୃତଦେହ। ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି। ମୃତ ଡାକ୍ତରଜଣକ ୨୫ ବର୍ଷୀୟ ଶୁଭଶ୍ରୀ କର । ସେ କେନ୍ଦୁଝର ଜିଲ୍ଲା ଯୋଡା ପୌରାଞ୍ଚଳର ବନେଇକଳାଠାରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର‌୍ୟ୍ୟରତ ଥିଲେ ।
ସରକାରଙ୍କ ନିରାମୟ ଯୋଜନାରେ ବନେଇକଳା ସହରାଞ୍ଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେ ନିୟୋଜିତ ଥିଲେ। ସେ ସ୍ୱାସ୍ଥ୍ୟ କେନ୍ଦ୍ରର ଉପର ମହଲାରେ ରହୁଥିବା ବେଳେ ରବିବାର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଠିକ୍ ସମୟରେ ଯାଇ ନ ଥିଲେ। ଏହାପରେ ସନ୍ଦେହ ହେବାରୁ ସନ୍ଧ୍ୟା ସମୟରେ ତାଙ୍କ ସହକର୍ମୀମାନେ ଯୋଡା ଥାନାକୁ ଖବର ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930