Indus Valley Times

ରତେଶମ୍ଭୁ ମିଳନ ସମାରୋହ ପ୍ରସ୍ତୁତି ପାଇଁ ମା’ ପାଟଖଣ୍ଡାଙ୍କ ନିକଟରେ ପୂଜାର୍ଚନା

 Breaking News

ରତେଶମ୍ଭୁ ମିଳନ ସମାରୋହ ପ୍ରସ୍ତୁତି ପାଇଁ ମା’ ପାଟଖଣ୍ଡାଙ୍କ ନିକଟରେ ପୂଜାର୍ଚନା

ରତେଶମ୍ଭୁ ମିଳନ ସମାରୋହ ପ୍ରସ୍ତୁତି ପାଇଁ ମା’ ପାଟଖଣ୍ଡାଙ୍କ ନିକଟରେ ପୂଜାର୍ଚନା
February 28
21:44 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୮/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ତମ ବାର୍ଷିକ ତେର ଶମ୍ଭୁ ମିଳନ ଉତ୍ସବ ଆସନ୍ତା ଏପ୍ରିଲ ମାସ ୬ ତାରିଖ ରବିବାର ଦିନ ଆୟୋଜିତ କରିବା ସମିତି ତରଫରୁ ବିଧିବଦ୍ଧ ଭାବେ ହେବା ପାଇଁ ସ୍ଥିର କରାଯାଇଛି ।
ଏହି ପରିପ୍ରେକ୍ଷୀରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ଶ୍ରୀଶ୍ରୀଶ୍ରୀ ମା’ ପାଟଖଣ୍ଡା ଙ୍କ କୃପା ଭିକ୍ଷା ଲାଭ କରିବା ପାଇଁ ପଞ୍ଚୁଦଣ୍ଡ ପରିଚାଳନା ସମିତି ର ମୁଖ୍ୟ ପରିଚାଳକ ରାଜ କିଶୋର ଦାସ ଙ୍କ ଗହଣ ରେ ସମସ୍ତ କର୍ମକର୍ତା, ସଦସ୍ୟ ଙ୍କ ଉପସ୍ଥିତ ରେ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା କରି ସମିତିର ଆଗାମୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031