Indus Valley Times

ଶିକ୍ଷା ଦାନ ବଦଳରେ ଗଞ୍ଜେଇ ବେପାର: ଦୁଇଟି ମାମଲାରେ ୩ ଶିକ୍ଷକଙ୍କ ସମେତ ୭ ଜଣ ଗିରଫ

 Breaking News

ଶିକ୍ଷା ଦାନ ବଦଳରେ ଗଞ୍ଜେଇ ବେପାର: ଦୁଇଟି ମାମଲାରେ ୩ ଶିକ୍ଷକଙ୍କ ସମେତ ୭ ଜଣ ଗିରଫ

ଶିକ୍ଷା ଦାନ ବଦଳରେ ଗଞ୍ଜେଇ ବେପାର: ଦୁଇଟି ମାମଲାରେ ୩ ଶିକ୍ଷକଙ୍କ ସମେତ ୭ ଜଣ ଗିରଫ
June 26
17:44 2026

ଟିଟିଲାଗଡ଼,୨୬/୬: ୨୬ ନମ୍ବର ଜାତୀୟ ରାଜପଥ ବରଗାଁ ଛକରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଛନ୍ତି ୨ଜଣ ସରକାରୀ ଶିକ୍ଷକ। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ମିଳିଥିବା ସୂଚନା ମୁତାବକ, ଏକ କାର୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଟିଟିଲାଗଡ଼ ଏବଂ ତୁଷୁରା ଅବକାରୀ ଟିମ୍‌କୁ ଖବର ମିଳିଥିଲା। ଏନେଇ ଏକ ଅବକାରୀ ଟିମ୍ ୨୬ ନମ୍ବର ଜାତୀୟ ରାଜପଥ ବରଗାଁ ଛକରେ ଚଢାଉ କରି ଏକ କାର୍‌କୁ ଅଟକାଇ ଯାଞ୍ଚ କରିଥିଲା।
ଯାଞ୍ଚ ବେଳେ ଅତ୍ଧକାରୀମାନେ କାରରୁ ୩୩ କେଜି ଗଞ୍ଜେଇ ଜବତ କରିବା ସହ ୩ଙ୍କୁ ଧରିବାରେ ସଫଳ ହୋଇଥିଲା। ଅଟକ ୩ ଜଣଙ୍କ ମଧ୍ୟରୁ ୨ଜଣ ସରକାରୀ ଶିକ୍ଷକ ବୋଲି ସୂଚନା ମିଳିଛି। ସେମାନେ କଳାହାଣ୍ଡି ଏମ୍‌.ରାମପୁର ଥାନା ଅଞ୍ଚଳର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ। ପୋଲିସ ତଦନ୍ତ ବେଳେ କଳାହାଣ୍ଡିରୁ ବଲାଙ୍ଗୀର ଗଞ୍ଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031