Indus Valley Times

ଶ୍ରୀମନ୍ଦିରରେ ଅଘଟଣ: ଗରମ ଡାଲି ସଂସ୍ପର୍ଶରେ ଆସି ୭ ଜଣ ଶ୍ରଦ୍ଧାଳୁ ଆହତ

 Breaking News

ଶ୍ରୀମନ୍ଦିରରେ ଅଘଟଣ: ଗରମ ଡାଲି ସଂସ୍ପର୍ଶରେ ଆସି ୭ ଜଣ ଶ୍ରଦ୍ଧାଳୁ ଆହତ

ଶ୍ରୀମନ୍ଦିରରେ ଅଘଟଣ: ଗରମ ଡାଲି ସଂସ୍ପର୍ଶରେ ଆସି ୭ ଜଣ ଶ୍ରଦ୍ଧାଳୁ ଆହତ
June 08
19:51 2025

ପୁରୀ, ୮/୬: ରବିବାର ଶ୍ରୀମନ୍ଦିରରେ ବଡ ଅଘଟଣ ଘଟିଛି। ଶ୍ରୀମନ୍ଦିର ପରିସରରେ ଗରମ ଡାଲି ପଡିବା କାରଣରୁ ୭ ଜଣ ଭକ୍ତ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ ଶ୍ରୀମନ୍ଦିରରେ ଭୋଗମଣ୍ଡପ ଉଠିବା ପରେ ବୋଝିଆ ଭୋଗମଣ୍ଡପ ଘରୁ ଗରମ ଡାଲି ନେଇ ଯାଉଥିଲା ବେଳେ ଅସାବଧାନତା କାରଣରୁ ଡାଲି ନିକଟରେ ଥିବା ଭକ୍ତଙ୍କ ଉପରେ ପଡି ଯାଇଥିଲା। ଯେଉଁଥିପାଇଁ ୭ ଜଣ ଭକ୍ତ ଆହତ ହୋଇଥିଲେ। ସମସ୍ତ ଆହତ ଭକ୍ତ ନୟାଗଡରୁ ଆସିଥିଲେ। ଗୋଡରେ ଡାଲି ପଡିବା ପରେ ଆହତଙ୍କୁ ଶ୍ରୀମନ୍ଦିର କାର‌୍ୟ୍ୟାଳୟ ନିକଟରେ ଥିବା ଆଶୁ ଚିକିତ୍ସା କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031