Indus Valley Times

ୟୁଥରେଡ କ୍ରସ ଓ ୟୁକୋ କ୍ଲବ ପକ୍ଷରୁ ବୃକ୍ଷ ରକ୍ଷାବନ୍ଧନ

 Breaking News

ୟୁଥରେଡ କ୍ରସ ଓ ୟୁକୋ କ୍ଲବ ପକ୍ଷରୁ ବୃକ୍ଷ ରକ୍ଷାବନ୍ଧନ

August 04
19:38 2020

କମ୍ଭୁ ଧର ଖେତୀ ଙ୍କ ରିପୋର୍ଟ
ବୈାଦ୍ଧ,୪/୮: ବୈାଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ୟୁଥରେଡ କ୍ରସ ଓ ୟୁକୋ କ୍ଲବ ପକ୍ଷରୁ ବୃକ୍ଷ ରକ୍ଷାବନ୍ଧନ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ସହକାରୀ ବନ ସଂରକ୍ଷକ ସୈାମ୍ୟରଂଜନ ଗୋଚ୍ଛାୟତ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପକ ପ୍ରବୀର ଦାସ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ଦିଲ୍ଲିପ ଖୁଣ୍ଟିଆ, ସୁନିଲ ସର୍ଭାଙ୍ଗିଆ,ମୁକ୍ତି ସାହୁ, କୃତିବାସ ପଲିଆ, ସତ୍ୟନାରାୟଣ ପାଣି ପ୍ରମୁଖ ଉପସ୍ଥିତଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031