Indus Valley Times

ଢ଼େଙ୍କାନାଳରେ ଚାଞ୍ଚଲ୍ୟ: ଫାର୍ମ ମାଲିକ ଗୋବିନ୍ଦ ନାୟକଙ୍କୁ ଗୁଳି କରି ହତ୍ୟା

 Breaking News

ଢ଼େଙ୍କାନାଳରେ ଚାଞ୍ଚଲ୍ୟ: ଫାର୍ମ ମାଲିକ ଗୋବିନ୍ଦ ନାୟକଙ୍କୁ ଗୁଳି କରି ହତ୍ୟା

ଢ଼େଙ୍କାନାଳରେ ଚାଞ୍ଚଲ୍ୟ: ଫାର୍ମ ମାଲିକ ଗୋବିନ୍ଦ ନାୟକଙ୍କୁ ଗୁଳି କରି ହତ୍ୟା
February 23
10:44 2025

ଢେଙ୍କାନାଳ,୨୩/୧: ଶୋଇଥିବା ବେଳେ ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି କଳାଙ୍ଗ ଗ୍ରାମରେ ଥିବା ଏକ ଫାର୍ମହାଉସରେ। ରବିବାର ଭୋରୁ ଭୋରୁ ଫାର୍ମହାଉସ ମାଲିକ ଶୋଇଥିବା ବେଳେ ଏହି ହତ୍ୟାକଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ।
ଗୁଳିମାଡ଼ରେ ଫାର୍ମ ହାଉସ ମାଲିକ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ମୃତ୍ୟୁ ହୋଇଛି। ମୃତ ଦେହକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି । ହତ୍ୟା କାଣ୍ଡର କାରଣ ଏଯାବତ୍ ଅସ୍ପଷ୍ଟ ରହିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031