Indus Valley Times

ବୌଦ୍ଧରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଜୀଙ୍କ ଜୟନ୍ତୀ ନିରାଡ଼ମ୍ବର ଭାବେ ପାଳିତ

 Breaking News

ବୌଦ୍ଧରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଜୀଙ୍କ ଜୟନ୍ତୀ ନିରାଡ଼ମ୍ବର ଭାବେ ପାଳିତ

ବୌଦ୍ଧରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଜୀଙ୍କ ଜୟନ୍ତୀ ନିରାଡ଼ମ୍ବର ଭାବେ ପାଳିତ
May 15
11:01 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୫/୫ : ବୌଦ୍ଧ ସହର ରାଜାନପାଲି ସ୍ଥିତ ଆର୍ଟ ଅଫ ଲିଭିଙ୍ଗ ସେଣ୍ଟର ଠାରେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଜୀଙ୍କ ଜୟନ୍ତୀ ପାଳନ ହୋଇଯାଇଛି ।
ସର୍ବ ପ୍ରଥମେ ଗୁରୁଜୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୁର୍ବକ ଧୂପ, ଦୀପ ପ୍ରଜ୍ୟୋଲନ ପରେ ଗୁରୁବାନ୍ଦନା, ଭଜନ, କୀର୍ତ୍ତନ ଓ ସତସଙ୍ଗ କରାଯାଇଥିଲା ।
ଏହାପରେ ପେହେଲଗାମ ଠାରେ ଆତଙ୍କବାଦୀ ମାନଙ୍କ ଗୁଳିରେ ମୃତ୍ୟୁ ବରଣ କରିଥିବା ପର୍ଯ୍ୟଟକ ଓ ଭାରତୀୟ ସେନା ମାନେ ସହିଦ ହୋଇଥିବାରୁ ନିରାଡ଼ମ୍ବର ଭାବେ ଜନ୍ମଦିନ ପାଳନ ପୁର୍ବକ ଦୁଇ ମିନିଟ ନୀରବ ପାର୍ଥନା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଗୁରୁ ଭାଇ ଓ ଭଉଣୀ ରିତାକାନ୍ତି ବଳିୟାରସିଂ, ସୁନିତା ଦାଶ, ଅନିଲ ଦଲାଲ,ବିଜୟ କୁମାର ସାହୁ,ବିଜୟ କୁମାର ପ୍ରଧାନ, ସୁଜ୍ଞାନ କୁମାର ପାତ୍ର ଓ କୃତ୍ତିବାସ ପଲିଆ ଅଂଶ ଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031