Indus Valley Times

ଚଳିତ ମାସରେ ବୋର୍ଡ ଓ ନିଗମ ଅଧ୍ୟକ୍ଷ ପଦ ପୂରଣ ସହିତ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ: ବିଜୟପାଲ ସିଂ ତୋମାର୍

 Breaking News

ଚଳିତ ମାସରେ ବୋର୍ଡ ଓ ନିଗମ ଅଧ୍ୟକ୍ଷ ପଦ ପୂରଣ ସହିତ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ: ବିଜୟପାଲ ସିଂ ତୋମାର୍

September 13
18:35 2025

ଭୁବନେଶ୍ୱର,୧୩/୯: ଭାଜପା ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ମାସରେ ବହୁତ କିଛି ନୂଆ ହେବାକୁ ଯାଉଛି। ବୋର୍ଡ ନିଗମ, ମନ୍ତ୍ରିମଣ୍ଡଳ ସାମ୍ପ୍ରସାରଣ ହେବା ନେଇ ମଧ୍ୟ ସଙ୍କେତ ଦେଇଛନ୍ତି ତୋମାର।
ସେ କହିଛନ୍ତି, ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଯେତେବେଳେ ମୋଦି ଓଡ଼ିଶା ଗସ୍ତରେ ଆସନ୍ତି କିଛି ଦେଇ କରିଯାଇଥାନ୍ତି। ତେଣୁ ନିହାତି କିଛି ନୂଆ ହେବ। ଏଥିସହିତ ପ୍ରଧାନମନ୍ତ୍ରୀଙ୍କ ଫୋକସ୍‌ରେ ସବୁବେଳେ ଯୁବ ବର୍ଗ, ଏହା ତାଙ୍କର ପ୍ରାଥମିକତା ବୋଲି ତୋମାର କହିଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31