ଶାନ୍ତିପୂର୍ଣ୍ଣ ଏବଂ ନିରପେକ୍ଷ ଭାବେ ହେବ ମହାନଗର ନିଗମ ନିର୍ବାଚନ ପରିଚାଳନା, ନିଆଯିବ ଆବଶ୍ୟକ ପଦକ୍ଷେପ
![ଶାନ୍ତିପୂର୍ଣ୍ଣ ଏବଂ ନିରପେକ୍ଷ ଭାବେ ହେବ ମହାନଗର ନିଗମ ନିର୍ବାଚନ ପରିଚାଳନା, ନିଆଯିବ ଆବଶ୍ୟକ ପଦକ୍ଷେପ](http://indusvalleytimes.com/news/wp-content/uploads/2022/02/BMC_TNIE-680x365_c.jpg)
February 28
16:21
2022
ଭୁବନେଶ୍ୱର ୨୮।୨ : ମହାନଗର ନିଗମ ନିର୍ବାଚନ ପାଇଁ ସୋମବାରଦିନ ବିଜ୍ଞପ୍ତି ପ୍ରକାଶ। ବିଏମସି କାର୍ୟ୍ୟାଳୟ, ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟ ସମେତ ୱାର୍ଡ ୱାରି ଜାରି ହୋଇଛି ବିଜ୍ଞପ୍ତି। ମେୟର, ଡେପୁଟି ମେୟର ଓ କର୍ପୋରେଟର ନିର୍ବାଚନ ପାଇଁ ବିଜ୍ଞପ୍ତିରେ ତାରିଖ ପ୍ରକାଶ ହୋଇଛି। ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଏମ୍ସି ଅତିରିକ୍ତ କମିଶନର କହିଛନ୍ତି ।