Indus Valley Times

Odia News

ପୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ଆଉ ରହିବନି ପୌରାଞ୍ଚଳ ମାନ୍ୟତା, ପ୍ରତିଷ୍ଠା ହେବ ବିଶ୍ବସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ

ଭୁବନେଶ୍ୱର,୪/୭: ପବିତ୍ର ରଥଯାତ୍ରା ଅବସରରେ ଲୋକସେବା ଭବନରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ପୁରୀ ଆଉ ପୌରାଞ୍ଚଳ ମାନ୍ୟତାରେ ରହିବ ନାହିଁ । ଏଣିକି ପୁରୀ ଜଗନ୍ନାଥ ଧାମ ମହାନଗର ନିଗମ ହେବ ବୋଲି

Read Full Article

ଆଗପଛ ହୋଇ ଆସୁଛି ଘୂର୍ଣ୍ଣିବଳୟ, ୬ ଯାଏଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

    ଆଗପଛ ହୋଇ ଆସୁଛି ଘୂର୍ଣ୍ଣିବଳୟ, ୬ ଯାଏଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର, ୪/୭: ବର୍ଷାରେ ଭିଜିବ ବାହୁଡା ଯାତ୍ରା । ଆଗାମୀ ତିନି ଦିନ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ବର୍ଷା ୭ ତାରିଖ ଯାଏଁ ଲାଗି ରହିବ ।ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ

Read Full Article

ବାହୁଡା ଯାତ୍ରାର ପୂର୍ବ ପ୍ରସ୍ତୁତି: ଆଜି ସଂନ୍ଧ୍ୟା ୬ଟାରୁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

    ବାହୁଡା ଯାତ୍ରାର ପୂର୍ବ ପ୍ରସ୍ତୁତି: ଆଜି ସଂନ୍ଧ୍ୟା ୬ଟାରୁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ,୪/୭: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ନିର୍ଦେଶ ଅନୁଯାୟୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ପୂର୍ବ ପ୍ରସ୍ତୁତି ଏବଂ ନୀତିକାନ୍ତିର ବହୁଳତାକୁ ଦୃଷ୍ଟିରେ ରଖି ଶୁକ୍ରବାର, ଅର୍ଥାତ୍ “ସନ୍ଧ୍ୟା ଦର୍ଶନ” ଦିନ ସନ୍ଧ୍ୟା ୬ ଘଟିକା ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର

Read Full Article

ବାହୁଡ଼ା ଯାତ୍ରା ଶୀଘ୍ର ସମ୍ପର୍ଣ୍ଣ କରିବା ପାଇଁ ପ୍ରସ୍ତୁତି ବୈଠକ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୪/୭ : ଗୁରୁବାର ସର୍କିଟ ହାଉସ୍ ଠାରେ ବାହୁଡା଼ ଯାତ୍ରା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେବୋତ୍ତର ଅଧିକାରୀ ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ ଙ୍କ ଆବାହକତ୍ଵରେ ଆଲୋଚନା ହୋଇଥିଲା ।ବାହୁଡା଼ ଯାତ୍ରା ଦିନ

Read Full Article

ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣା: ବହୁନାଟକ ପରେ ଗିରଫ ହେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ

  ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣା: ବହୁନାଟକ ପରେ ଗିରଫ ହେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର,୩/୭: ଭୁବନେଶ୍ୱର ମୁନିସିପାଲ କର୍ପୋରେସନ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କୁ ପୋଲିସ ଗିରଫ କରିଛି। ଗୁରୁବାର ରାତିରେ

Read Full Article

ଓଏଏସ୍ ସଂଘର ସମୂହ ଛୁଟି ପ୍ରଭାବ: ସମଗ୍ର ଜିଲ୍ଲାର ବ୍ଲକ ଓ ତହସିଲ ଅଫିସରେ କାମ ଠପ୍‍, ଲୋକେ ହନ୍ତସନ୍ତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ, ୩/୭ : ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ ଆୟୁକ୍ତଙ୍କୁ ମାଡ ଘଟଣାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଓଏଏସ ସଂଘର ପ୍ରତିବାଦ ଜାରି

Read Full Article

ଜୟ ନୟାଗଡ଼ ଫାଉଣ୍ଡେସନ

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୩/୭ : ଆଜିର ସାମ୍ବାଦିକ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ-(ନୟାଗଡରେ ମେଡିକାଲ କଲେଜର ପ୍ରତିଷ୍ଠା।)ରାଜଧାନୀରୁ ମାତ୍ର ୮୦ କିମି ଦୂରରେ ନୟାଗଡ଼ ଜିଲ୍ଲା

Read Full Article

ଆସନ୍ତା ୬ରେ ଖୋଲିବ ହୀରାକୁଦ, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ

  ଆସନ୍ତା ୬ରେ ଖୋଲିବ ହୀରାକୁଦ, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ

ସମ୍ବଲପୁର, ୩/୭ : ଆସନ୍ତା ୬ ତାରିଖ (ରବିବାର)ରେ ଖୋଲିବ ହୀରାକୁଦ ଡ୍ୟାମ୍‌ର ଗେଟ୍। ତା’ ସହିତ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ। ହୀରାକୁଦ

Read Full Article

ଓଏଏସ ଆନ୍ଦୋଳନ: କାର୍ଯ୍ୟରେ ଯୋଗଦେବା ପାଇଁ ଅନୁରୋଧ କଲେ ରାଜସ୍ୱ ମନ୍ତ୍ରୀ, ଅଡ଼ି ବସିଲା ସଂଘ

  ଓଏଏସ ଆନ୍ଦୋଳନ: କାର୍ଯ୍ୟରେ ଯୋଗଦେବା ପାଇଁ ଅନୁରୋଧ କଲେ ରାଜସ୍ୱ ମନ୍ତ୍ରୀ, ଅଡ଼ି ବସିଲା ସଂଘ

ଭୁବନେଶ୍ୱର,୩/୭ : ରାଜ୍ୟରେ ଓଏସ ଏବଂ ଓଆରଏସ ଅଫିସରଙ୍କ ଧର୍ମଘଟକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ। ଗଣମାଧ୍ୟମ ସାମନାରେ ମନ୍ତ୍ରୀ କହିଛନ୍ତି ସବୁ ସମସ୍ୟାର ସମାଧାନ

Read Full Article

ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ: ଜଣେ ଯବାନ ଗୁରୁତର

  ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ: ଜଣେ ଯବାନ ଗୁରୁତର

ଓଡିଶା,୩/୭ : ସମ୍ପ୍ରତ୍ତି କଡ଼ ଲେଉଟାଇଲାଣି ମାଓ ସଂଗଠନ। ଓଡିଶା – ଝାରଖଣ୍ଡ ସୀମା ସଂଲଗ୍ନ ଅଞ୍ଚଳରେ ଏବେ ପୁରା ସକ୍ରିୟ । ଏଥିନେଇ ଝାରଖଣ୍ଡରେ ମୁତୟନ

Read Full Article

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031