Indus Valley Times

Odia News

ସୁନ୍ଦରଗଡ଼ ଖଣି ଚୋରି ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ବିଧାୟିକା କୁସୁମ ଟେଟେ

ସୁନ୍ଦରଗଡ଼, ୭/୪: କୋଇଲା ଖଣି ଚୋରିରେ ବିଜେଡ଼ି କର୍ମୀଙ୍କ ସମ୍ପୃକ୍ତି ଥିବା ନେଇ ସଙ୍ଗୀନ ଅଭିଯୋଗ ଆସିଛି । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଅନ୍ତର୍ଗତ ଗୋପାଳପୁର ରେଞ୍ଜ କୋଇଲା ଖଣି ଚୋରି ମାମଲାରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି

Read Full Article

ଶରୀରରେ ଚର୍ବି ବୃଦ୍ଧି ଓ ଓଜନ ହ୍ରାସ

    ଶରୀରରେ ଚର୍ବି ବୃଦ୍ଧି ଓ ଓଜନ ହ୍ରାସ

ବରଦା ଦାସଙ୍କ ରିପୋର୍ଟକଟକ, ୭/୪ : ଆଜି ଉଦବେଗ ର କାରଣ ହୋଇଛି ମଣିଷ ଶରୀରରେ ଚର୍ବି ବୃଦ୍ଧି ଓ କିପରି ଓଜନ ହ୍ରାସ କରାଯାଇପାରିବ ।ଏ ସମ୍ପର୍କରେ ଜର୍ମାନୀ ରୁ ବିଶେଷଜ୍ଞ ଡ଼ା ଶିବାଶିଷ ଗିରି ଆଲୋଚନା କରି ଉପାୟ

Read Full Article

୨୨ ଓ ୨୩ ତାରିଖରେ ‘ସୁଭଦ୍ରା ଯୋଜନାର ଟଙ୍କା ଦିଆଯିବ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

    ୨୨ ଓ ୨୩ ତାରିଖରେ ‘ସୁଭଦ୍ରା ଯୋଜନାର ଟଙ୍କା ଦିଆଯିବ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୭/୪ : ‘ସୁଭଦ୍ରା’ ଯୋଜନାକୁ ନେଇ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସର୍ଭେ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ମିଳିବ। ଆସନ୍ତା ୨୨ ଓ ୨୩ ତାରିଖରେ ମହିଳାମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ।

Read Full Article

ବୌଦ୍ଧ ସହରର ବିଭିନ୍ନ ଦେବାଳୟ ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଏନ.ଏ.ସି. ବୌଦ୍ଧଗଡ଼ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ

    ବୌଦ୍ଧ ସହରର ବିଭିନ୍ନ ଦେବାଳୟ ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଏନ.ଏ.ସି. ବୌଦ୍ଧଗଡ଼ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୭/୪ : (ରବିବାର) ଦିନ ସକାଳ ୬ ଘଟିକା ସମୟରେ ବୌଦ୍ଧଗଡ଼ ଏନ.ଏ.ସି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡିଆ ପକ୍ଷ ପାଳନ ଅବସରରେ ବୌଦ୍ଧ ସହରରେ ଥିବା ପ୍ରାଚୀନ ମନ୍ଦିର, କୀର୍ତ୍ତିରାଜି, ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି

Read Full Article

‘ଆମ ପୋଷକ ଆମ ପରିଚୟ ଦିବସ ପାଳିତ

  ‘ଆମ ପୋଷକ ଆମ ପରିଚୟ ଦିବସ ପାଳିତ

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୭/୪ : ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଅପ୍ରେଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ

Read Full Article

ଓଡ଼ିଆ ପକ୍ଷର ଚତୁର୍ଥ ଦିବସ : ଓଡ଼ିଆ ଭାଷାରେ ନାମଫଳକ ଲେଖିବା ପାଇଁ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଆୟୋଜିତ ହେଲା ସଚେତନତା ପଦଯାତ୍ରା

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୭/୪: ଓଡ଼ିଆ ଆମ ଭାଷା,ଆମ ରାଜ୍ୟ ଭାଷା ଭିତ୍ତିକ ରାଜ୍ୟ, ଓଡ଼ିଆ ଭାଷାକୁ ନେଇ ସଚେତନତା ଅଭାବ ଓ ନିଜ ଭାଷା

Read Full Article

ପିପିଲିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ଯାତ୍ରୀ ମୃତ, ୨୦ ରୁ ଅଧିକ ଗୁରୁତର

ପୁରୀ, ୬/୪ : ପୁରୀ ଜିଲ୍ଲା ପିପିଲି ଥାନା କୈାଶଲ୍ୟାଗଙ୍ଗ ଥାନା ଅନ୍ତର୍ଗତ ସିଫା ନିକଟରେ ଏକ ଅଘଟଣ ଘଟିଯାଇଛି । ବଙ୍ଗୀୟ ପର୍ଯ୍ୟଟକଙ୍କୁ ନେଇ ଭୁବନେଶ୍ୱରରୁ

Read Full Article

ଆଜି ହେଉଛି ପବିତ୍ର ରାମ ନବମୀ

ଓଡ଼ି଼ିଶା, ୬/୪ : ଆଜି ହେଉଛି ପବିତ୍ର ରାମ ନବମୀ । ଚୈତ୍ର ମାସ ନବମୀ ଆଜିର ଦିନରେ ମର‌୍ୟ୍ୟଦା ପୁରୁଷ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ

Read Full Article

ଗୋମାଂସ କାଟି ଦୁଇ ଗିରଫ: ମାଂସ ଜବତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୫/୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ଗୋମାଂସ କଟିବା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ

Read Full Article

ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଅଧିନ ୬ ଲେନ ଓଡ଼ିଶା ରାଜଧାନୀ ଅଞ୍ଚଳ ରିଂ ରୋଡ଼ ପ୍ରକଳ୍ପ ଜନଶୁଣାଣୀ ଅନୁଷ୍ଠିତ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୫/୪- ସ୍ଥାନୀୟ ଜିଲ୍ଲା ସଦର ମହକୁମା ହାବେଳୀ ପଡିଆ ଠାରେ ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧିକରଣ ଅଧୀନ ୬-ଲେନ ଓଡିଶା

Read Full Article

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30