କଳିଙ୍ଗନଗର,୧୮/୧ : ଯାଜପୁର ଜିଲା କଳିଙ୍ଗନଗର ଟମକା ଥାନା ନୟା ବଗପାଟିଆ ପ୍ରାଇମେରୀ ସ୍କୁଲରେ ଶନିବାର ଏକ ଅଘଟଣ ଘଟିଛି। ଦୋଳି ଖେଳୁଥିବା ବେଳେ ଦୋଳିରୁ ପଡ଼ି ୪ର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ସମ୍ପର୍କୀୟଙ୍କ ଦ୍ୱାରା ସ୍କୁଲ ଶିକ୍ଷକ ଅଟକ
Odia News
ଭୁବନେଶ୍ୱର, ୧୮/୧: ରାସନ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବଡ଼ ସୂଚନା । ଆୟକରଦାତା ରାସନ ହାତେଇଥିବା କହିଛନ୍ତି ମନ୍ତ୍ରୀ । ରାଜ୍ୟର ପ୍ରାୟ ୪ଲକ୍ଷ ଆୟକରଦାତା ରାସନ କାର୍ଡ ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ତେବେ
ସୁନ୍ଦରଗଡ଼, ୧୮/୧ : ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ ପ୍ଲାଣ୍ଟ ଦୁର୍ଘଟଣାର ୩୬ ଘଣ୍ଟା ପରେ ଶ୍ରମିକଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି ।ଦୁଇଟି ମୃତ ଦେହ ମିଳିଥିବାବେଳେ ଅନ୍ୟ ଜଣକ ମୃତ ଦେହ ମିଳି ନାହିଁ । ତେବେ ମୃତ ଦେହକୁ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୮/୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନିଷ୍ଟାଡ଼ିୟମ ପରିସର ମଧ୍ୟରେ ଆଦିବାସୀ ମହାବିଦ୍ୟାଳୟର ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ମହାସମାରୋହରେ ଉଦଘାଟନ ହୋଇଯାଇଛି ।ଏହି ଅବସରରେ ଅଞ୍ଚଳର ଅଧିଷ୍ଠାତ୍ରୀ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୮/୧ : ସାଧାରଣ ନିରୀହ ପ୍ରକୃତ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହେଉଥିବା ବେଳେ ଦୁର୍ନୀତି ମୁକ୍ତଶାସନ ର ସ୍ଲୋଗାନ ଦେଈ କ୍ଷମତାକୁ
ଭୁବନେଶ୍ୱର, ୧୭/୧ : ଆଗାମୀ ଦିନରେ ଓଡ଼ିଶାକୁ ଆହୁରି ଶିଳ୍ପ ଆସିବ । ଓଡ଼ିଶା ଏବଂ ସିଙ୍ଗାପୁର ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ ।ଶୁକ୍ରବାର ୮ଟି
ଭୁବନେଶ୍ୱର,୧୭/୧: ଭରତପୁର ଥାନା ଅଧୀନ ଘାଟିକିଆ ମୌଜାରେ ସରକାରୀ ଜମି ଉପରେ ଥିବା ଶ୍ରୀ ବୈକୁଣ୍ଠଧାମ ଆଶ୍ରମକୁ ଶୁକ୍ରବାର ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ବୁଲ୍ଡୋଜର
ଭୁବନେଶ୍ୱର,୧୭/୧:ଶୁକ୍ରବାର ‘ସୁଭଦ୍ରା’ ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପୁଣି ଏକ ବଡ ଘୋଷଣା କରିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୭/୧ : ଗୁରୁବାର ଦିବା ୧୧ ଘଟିକା ସମୟରେ ଉପାନ୍ତ ଅଞ୍ଚଳ ତଥା ପାହାଡ଼ ଚଢି ମାତାଗଡୁ ଏବଂ ପରେପରେ କମାରକାଡ଼ୁ ଗାଁ
ଭୁବନେଶ୍ୱର,୧୬/୧: ରାଜ୍ୟ ସରକାର ଗୁରୁବାର ପଦ୍ମ ବିଜେତାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ପଦ୍ମ ପୁରସ୍କାର ବିଜେତାଙ୍କୁ ରାଜ୍ୟ ସରକାର ମାସିକ ୩୦ ହଜାର ଟଙ୍କା






