By Our Correspondentମୁମ୍ବ।ଇ, ଅଗଷ୍ଟ ୨୯: ରିଲ।ଏନ୍ସ ଜିଓ ଗ୍ର।ହକଙ୍କ ପ।ଇଁ ଖୁସି ଖବର ଆଣିଛି। ଖୁବ୍ ଶୀଘ୍ର କମ୍ପ।ନୀ ଏହ।ର ଗ୍ର।ହକମ।ନଙ୍କୁ ୧୦୦ ଜିବି ମ।ଗଣ। କ୍ଲ।ଉଡ୍ ଷ୍ଟୋରେଜ୍ ପ୍ରଦ।ନ କରିବ। ଫଟୋ, ଭିଡିଓ କିମ୍ବ। ଡକ୍ୟୁମେଣ୍ଟ ଭଳି ଯେକୌଣସି
Odia News
ଭୁବନେଶ୍ୱର, ୨୯/୮: ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆଜି ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ ଏବଂ ବିଜୁ ପଟ୍ଟନାୟକ ସାହାସିକତା ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି। ରାଜ୍ୟ କନଭେନସନ ହଲରେ ମୁଖ୍ୟମନ୍ତ୍ରୀ ମୋହନ
ଓଡ଼ିଶା, ୨୯/୮ : ନୂଆଁଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେପ୍ଟେମ୍ବର ୮ ତାରିଖରେ ନୂଆଁଖାଇ ପର୍ବ ପଡ଼ୁଛି। ତେବେ ସେହିଦିନ ରବିବାର ପଡୁଛି। ରବିବାର ଛୁଟି ପଡ଼ୁଥିବାରୁ ୯ ତାରିଖ
ବାଲେଶ୍ୱର, ୨୯/୮ : ବାଇକ୍ରେ ଶ୍ୱଶୁର ଘର ଯାଉଥିଲେ ଦମ୍ପତି। ହେଲେ ମଝି ରାସ୍ତାରୁ ପତ୍ନୀଙ୍କ ବେକରୁ ସୁନା ଚେନ୍ ଝାମ୍ଫି ନେଲେ ଦୁର୍ବୃତ୍ତ। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଘଟିଛି। ଲୁଟେରାଙ୍କ ଭିତରୁ ଦୁଇ ଜଣଙ୍କୁ
ଭୁବନେଶ୍ୱର,୨୯/୮: ପ୍ରଚାର ପାଇଁ ରାଜକୋଷରୁ ବିପୁଳ ଖର୍ଚ୍ଚ କରିଛନ୍ତି ପୂର୍ବ ବିଜେଡି ସରକାର। ତେବେ ୫ ବର୍ଷରେ ପ୍ରଚାର ପାଇଁ ବିଜେଡି ୪୫୨ କୋଟି ୯୬ ଲକ୍ଷ
ଓଡ଼ିଶା,୨୯/୮ : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଏକ ଲଘୁଚାପ କ୍ଷେତ୍ର। କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପ ସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।
ଭୁବନେଶ୍ୱର,୨୯/୮: ରାଜଧାନୀ ଭୁବନେଶ୍ୱରରେ ବୁଧବାର ୪ ବର୍ଷର ନାବାଳିକାକୁ ବଳାତ୍କାର ଅଭିଯୋଗ ହୋଇଛି। ପଡୋଶୀ ଘରର ୩୦ ବର୍ଷର ଯୁବକ ଏଭଳି ନିନ୍ଦନୀୟ ଘଟଣା ଘଟାଇଥିବା କୁହାଯାଉଛି।ଏୟାରପୋର୍ଟ
ଭୁବନେଶ୍ୱର, ୨୯/୮ : ଏକ ତରଫା ପ୍ରେମରୁ ସ୍ୱୀକୃତି ମିଳିଲା ନାହିଁ । ଆଉ ଏହି ପ୍ରେମରେ କଣ୍ଟା ସାଜିଥିଲେ ଝିଅର ଦାଦା । ସେଥିପାଇଁ ରକ୍ତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୮/୮ : ବୌଦ୍ଧ ଜିଲ୍ଲା ବିଜେପି ମୁଣ୍ଡାପଡା ମଣ୍ଡଳ ସ୍ତରୀୟ ସଦସ୍ୟତା ଅଭିଯାନ ୨୦୨୪, ମୁଣ୍ଡାପଡା କଲ୍ୟାଣ ମଣ୍ଡପ ଠାରେ ମଣ୍ଡଳ ସଭାପତି
ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର ତା୨୮/୮: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ମଣ୍ଡଳ ବିଜେପି ସଦସ୍ୟତା ଅଭିଯାନ – ୨୦୨୪ କର୍ମଶାଳା ସ୍ଥାନୀୟ ମା ଝାଲିଆଗୁଡ଼ି କମ୍ୟୁନିଟି ଭବନ ପରିସରରେ






